ଓଲଟିଲା କିରାସିନି ବୋଝେଇ ଟ୍ୟାଙ୍କର: ଅଳ୍ପକେ ବର୍ତ୍ତିଲେ ଚାଳକ

ରାଉରକେଲା: ବେଦବ୍ୟାସ ଗୋପପାଲୀ ପୁରୁଣା ବ୍ରାହ୍ମଣୀ ପୋଲ ନିକଟରେ ଏକ କିରାସିନି ବୋଝେଇ ଟ୍ୟାଙ୍କର ଓଲଟିଛି। ତେବେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଡ୍ରାଇଭର। ଖବର ପାଇ  ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ କିରାସିନି ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧିତ ଖବର