ସଲ୍‌ମାନ ଓ କାଟ୍ରିନା ପୁଣି ହେଲେ ଅନ୍ତରଙ୍ଗ!

‘ଟାଇଗର୍‌ ଜିନ୍ଦା ହୈ’ ର ସୁଟିଙ୍ଗ୍‌ ଲୋକେସନ୍‌ସରେ ଉଠିଥିବା ଏଇ ଫଟୋଚିତ୍ର ଏହା ପ୍ରମାଣ ଦିଏ

ନିକଟରେ ‘ଟାଇଗର୍‌ ଜିନ୍ଦା ହୈ’ର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜଫର୍‌ ସୁଟିଙ୍ଗ୍‌ ସେଟ୍‌ର କିଛି ଫଟୋ ସେୟାର୍‌ କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅବୁଧାବିରେ ଏହି ଫିଲ୍ମ୍‌ର ସୁଟିଙ୍ଗ୍‌ ସମୟରେ ଦେଖିବାକୁ ମିଳିଛି କି ସଲ୍‌ମାନ୍‌ ଟିକିଏ ବି ମୁହୂର୍ତ୍ତ କାଟ୍ରିନାଙ୍କୁ ଅଣଦେଖା କରି ନାହାନ୍ତି। ତାଙ୍କ ପାଖେ ପାଖେ ସବୁ ସମୟରେ ରହିଛନ୍ତି। ଉଭୟଙ୍କ ଫ୍ୟାନ୍‌ ଚହାନ୍ତି କି ସଲ୍‌ମାନ୍‌ ଓ କାଟ୍ରିନା ଫିଲ୍ମରେ ହେଉ ବା ରିଅଲ୍‌ ଲାଇଫ୍‌ରେ ହେଉ ପରପ୍ସର ସହ ବନ୍ଧୁତ୍ୱ ସର୍ବଦା ରଖନ୍ତୁ। ଦେଖନ୍ତୁ ସଲମାନ୍‌-କାଟ୍ରିନାଙ୍କର କିଛି ମଧୁର ମୁହୂର୍ତ୍ତର ଫଟୋ।

Photo Courtesy: DailyBhaskar
ସମ୍ବନ୍ଧିତ ଖବର