‘ଅଗ୍ନି-୨’ର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଆଜି ଓଡ଼ିଶାର ଭଦ୍ରକ ଜିଲ୍ଲା ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଅଣୁ ଅସ୍ତ୍ର ବହନ କରିପାରୁଥିବା ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ରାତ୍ରିକାଳୀନ ପରୀକ୍ଷଣ ହୋଇଛି । ଡିଆରଡିଓ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ର ୧୫୦୦-୨୦୦୦ କିଲୋମିଟର ଅତିକ୍ରମ କରି ଲକ୍ଷ୍ୟଭେଦ କରିପାରିବ । ଭାରତର ଷ୍ଟ୍ରାଟର୍ଜିକ ଫୋର୍ସ କମାଣ୍ଡ ପକ୍ଷରୁ ଏହି ବ୍ୟାବହାରିକ ପରୀକ୍ଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର