ମେଘାଳୟ ବିଜେପି ଉପସଭାପତିଙ୍କୁ ଜାମିନ

ସିଲଂ : ୱେଷ୍ଟ ଗାରୋ ହିଲ୍‌ସ ଜିଲ୍ଲାସ୍ଥିତ ନିଜ ଫାର୍ମ ହାଉସରେ ବେଶ୍ୟାଳୟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିବା ବିଜେପିର ରାଜ୍ୟ ଉପସଭାପତି ତଥା ତୁରା କାଉନସିଲର ବର୍ନାର୍ଡ ଏନ୍‌ ମାରକଙ୍କୁ ମେଘାଳୟ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବର୍ନାର୍ଡଙ୍କ ପତ୍ନୀ ଏଲ୍‌ କେ ଗ୍ରେସିଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି ବିଚାରପତି ୱାନଲୁରା ଡିଏଙ୍ଗଦୋହ ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର