ଦିଲ୍ଲୀ, ଉତ୍ତରପ୍ରଦେଶରେ ଭୂକମ୍ପ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଏହାର ନାଭିକେନ୍ଦ୍ର ଥିବା ଜଣପାଡ଼ିଛି। ଏହାର ପ୍ରଭାବରେ ପଶ୍ଚିତ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଆମେରିକାର ଭୂତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ତାଜିକ୍‌ସ୍ଥାନରେ ଆଜି ୪.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର