ବିସ୍ଫୋରଣ: ୨୫ ମୃତ

କାବୁଲ୍‌: ଆଫଗାନିସ୍ତାନରେ ଆଜି ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୨୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ନାଙ୍ଗରହର୍‌ ପ୍ରଦେଶରେ ଆଜି ସ୍ଥାନୀୟ ପୁଲିସ ମୁଖ୍ୟଙ୍କ ନିଯୁକ୍ତିକୁ ବିରୋଧ କରି ଲୋକେ ଆନ୍ଦୋଳନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।

ସମ୍ବନ୍ଧିତ ଖବର