ବୋକାରୋଠାରେ ଥିବା ବେଦାନ୍ତ ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ବୋକାରୋ : ଝାଡ଼ଖଣ୍ଡର ବୋକାରୋ ସହରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଆଜି ଏକ ବଡ଼ଧରଣର ଅଗ୍ନିକାଣ୍ଡ ଦେଖାଦେଇଛି । ଚନ୍ଦନକିଆରୀ ଠାରେ ଥିବା ଏହି ଷ୍ଟିଲ ପ୍ଲାଣ୍ଟଟି ବେଦାନ୍ତ ମାଲିକନାରେ ଥିବା ଜଣାଯାଇଛି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ମିଳିପାରିନାହିଁ ।

ସମ୍ବନ୍ଧିତ ଖବର