ଆମେରିକାରେ ବରଫ ଝଡ଼:୧୨୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ

ୱାସିଂଟନ୍‌: ଆମେରିକାରେ ଗତ କାଲିଠାରୁ ଅତି ଭୟଙ୍କର ବରଫ ଝଡ଼ ଆରମ୍ଭ ହୋଇଛି। ଆଜି ମଧ୍ୟ ବରଫ ଝଡ଼ ଲାଗି ରହିଛି। ସିକାଗୋ, ଉତ୍ତରପୂର୍ବ ମିସୋରି ଏବଂ ମିଚିଗାଓଁରେ ସତର୍କ ସୂଚନା ଜାରି ହୋଇଛି। ବରଫ ଝଡ଼ ହେତୁ ଗତକାଲି ଆମେରିକାରେ ୧୨୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ ହୋଇଥିଲା।

ସମ୍ବନ୍ଧିତ ଖବର