ଇରାନ୍‌ରେ ୬.୩ ତୀବ୍ରତାର ଭୂକମ୍ପ:୭୦୦ରୁ ଊର୍ଦ୍ଧ୍ବ ଆହତ

ତେହରାନ୍‌ : ଇରାନ୍‌ରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାଦ୍ବାରା ୭୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ‌କେରମାନଶାହ ପ୍ରଦେଶରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର