ପୂର୍ବ ବାୟୁସେନା ମୁଖ୍ୟ ତ୍ୟାଗୀଙ୍କୁ ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ : ଭିଭିଆଇପି ଚପର ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଅଭିଯୁକ୍ତ ସାବ୍ୟସ୍ତ ପୂର୍ବତନ ବାୟୁସେନା ମୁଖ୍ୟ ଏସପି ତ୍ୟାଗୀଙ୍କୁ ଆଜି ବିଦେଶ ଗସ୍ତ କରିବାର ଅନୁମତି ମିଳିଛି। ଦିଲ୍ଲୀ କୋର୍ଟର ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଆଜି ତ୍ୟାଗୀ ଏବଂ ତାଙ୍କ ସମ୍ପର୍କିୟ ସଂଜୀବ ତ୍ୟାଗୀଙ୍କୁ ଆମେରିକା ଯିବାପାଇଁ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର