ପିଓକେରେ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିରର ଉପସ୍ଥିତି ନେଇ ଆଜି ପ୍ରବଳ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ। ଭାରତକୁ ଟାର୍ଗେଟ୍‌ କରିବାପାଇଁ ପିଓକେରେ ଆତଙ୍କବାଦୀ ଶିବିର, ଲଞ୍ଚ୍‌ ପ୍ୟାଡ୍‌ ଏବଂ କମ୍ୟୁନିକେସନ୍‌ କଣ୍ଟ୍ରୋଲ୍‌ ଷ୍ଟେସନ୍‌ ରହିଛି। ପାକିସ୍ତାନ ଏସବୁ କାର୍ଯ୍ୟ ପାଇଁ ସହଯୋଗ କରୁଛି ବୋଲି ରାଜନାଥ ଆଜି ଟ୍ବିଟରରେ କହିଛନ୍ତି

ସମ୍ବନ୍ଧିତ ଖବର