ଆଜି ରାତି ୨ ଘଣ୍ଟା ୫୮ ମିନିଟ ରହିବ ଚନ୍ଦ୍ରଗ୍ରହଣ, କରନ୍ତୁ ଗୁୁରୁ ମନ୍ତ୍ର

ନୂଆଦିଲ୍ଲୀ: ଆଶାଢ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରାତି ଚନ୍ଦ୍ରଗ୍ରହଣ ଦେଖାଯିବ। ଭାରତର ପୂର୍ବ, ପଶ୍ଚିମ ଏବଂ ଉତ୍ତର ଭାଗରେ ଚନ୍ଦ୍ରଗ୍ରହଣର ପ୍ରଭାବ ରହିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୧ଟା ୩୨ରୁ ରାତି ୪ଟା ୩୦ ଯାଏଁ ରହିବ। ଗ୍ରହଣ ସମୟରେ ଗୁରୁ ମନ୍ତ୍ର ଜପ, ଧାର୍ମିକ ଗ୍ରନ୍ଥର ପଠନ ଏବଂ ହୋମ ଦାନ ପୂଣ୍ୟ କଲେ ମଙ୍ଗଳ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ଆଫଗାନିସ୍ତାନ, ୟୁକ୍ରେନ, ତୁର୍କୀ, ଇରାନ, ସାଉଦୀ ଆରବ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ।

ସମ୍ବନ୍ଧିତ ଖବର