ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ସପତ୍ନୀକ ସେନାଧ୍ୟକ୍ଷ ବିପିନ ରାଓ୍ଵତ

ପୁରୀ: ଆଜି ସକାଳେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ସପରିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ରାଓ୍ଵ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ।
ଆଜି ସକାଳେ ଆର୍ମିର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଶ୍ରୀ ରାଓ୍ଵତ ସପତ୍ନୀକ ପୁରୀ ବଳିଆପଣ୍ଡା ନିକଟରେ ଥିବା ହେଲିପ୍ୟାଡ୍‌ରେ ପହଞ୍ଚିିଥିଲେ। ସେଠାରୁ ସେ ସିଧା ଶ୍ରୀମନ୍ଦିର ଯାଇଛନ୍ତି।

ସମ୍ବନ୍ଧିତ ଖବର