ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ସ˚ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ସହିତ ସେବା କାର୍ଯ୍ୟ କରିବେ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ।

ବୃଷ: ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। ଚାକିରିରେ ପଦୋନ୍ନତିର ପୂର୍ବାଭାସ ପାଇବେ।

 

ମିଥୁନ: ନିଜ ଉପରେ ବିଶ୍ବାସ ରଖନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ ଜରୁରୀ କାମ କରନ୍ତୁ। ପିଲାମାନେ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

 

କର୍କଟ: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟର ବିସ୍ତାର ଲାଗି ଯୋଜନା କରିପାରନ୍ତି।

 

ସି˚ହ: କିଣାବିକା ପୂର୍ବରୁ ବଡ଼ଙ୍କ ଅନୁମତି ଲାଭପ୍ରଦ ହେବ। ବ୍ୟକ୍ତିଗତ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଶତ୍ରୁଙ୍କୁ ପରାସ୍ତ କରିବେ।

 

କନ୍ୟା: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଆର୍ଥିକ ମାମଲାର ସମାଧାନ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

 

ତୁଳା: ପରିବାରରେ ଲାଗି ରହିଥିବା କଳହର ସମାଧାନ କରିବେ। ପ୍ରିୟ ବନ୍ଧୁଙ୍କ ସହ କଥା ହେବେ। ବେପାରରେ ଉନ୍ନତି ହେବ।

 

ବିଛା: ଆପଣଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆସିବ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

 

ଧନୁ: ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ଲୋକେ ଆପଣଙ୍କ କଥା ପ୍ରତି ଧୢାନ ଦେବେ। ଯୌଥ କାରବାରରେ ଯଥେଷ୍ଟ ଲାଭ ପାଇବେ।

 

ମକର: କ୍ୟାରିୟର ବିଷୟରେ କିଛି ଭଲ ହୋଇପାରେ। ବେପାରୀ ବର୍ଗଙ୍କୁ ଧନଲାଭ ହେବ। ସ˚ପର୍କିୟ ମାନଙ୍କୁ ସାହାଯ୍ୟ କରିବେ।

 

କୁମ୍ଭ: ପରିବାରର ସ୍ନେହ ଓ ସହଯୋଗ ପାଇବେ। କ୍ୟାରିୟରେ ବଡ଼ ସଫଳତା ପାଇବେ। ବନ୍ଧୁଙ୍କୁ ମନର କଥା କହିବେ।

 

ମୀନ: ଅଫିସରେ ଦିଆ ଯାଇଥିବା କାମ ମନପ୍ରାଣ ଢ଼ାଳି କରିବେ। ଶୁଭ ଖବର ପାଇବେ। ରାଜନୀତିରେ ଆପଣଙ୍କର ପ୍ରାଧାନ୍ୟ ବଢ଼ିବ।

ସମ୍ବନ୍ଧିତ ଖବର