ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ

ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ମଞ୍ଚେଶ୍ୱର ଅଞ୍ଚଳରେ ତିନୋଟି ଗାଡ଼ିରେ କିଛି ପୁରୁଣା ବ୍ୟାଟେରି। ଲଡ୍ ଓ ଅନ ଲୋଡ୍ କରାଯାଉଥିବା ବେଳେ ପୁଲିସ ପାଖକୁ ଖବର ଆସିଥିଲା। ତାପରେ ସଂପୃକ୍ତ ତିନୋଟି ଗାଡ଼ି ଓ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ।

ବ୍ୟାଟେରିଗୁଡ଼ିକ ମୁଖ୍ୟତଃ ବ୍ରହ୍ମପୁର ଓ ନୟାଗଡ଼ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ଅନୁମାନ କରାଯାଉଛି କି ପ୍ରାୟ ମୁଖ୍ୟତଃ ବ୍ୟାଟେରିଗୁଡ଼ିକ ମୋବାଇଲ ଟାୱାର ଓ କିଛି ଗାଡ଼ି ବ୍ୟାଟେରି।

ସମ୍ବନ୍ଧିତ ଖବର