ପର୍ସ ହଜିଛି

ଭୁବନେଶ୍ବର : ‘ସମ୍ବାଦ’ର କର୍ମଚାରୀ ପ୍ରଶାନ୍ତ କୁମାର ନନ୍ଦଙ୍କର ବୁଧବାର ସନ୍ଧ୍ୟାରେ ପର୍ସ ହଜିଛି। ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ନିକଟରେ ଏହା ହଜିଥିବା ସେ କହିଛନ୍ତି। ଏହା ମଧ୍ୟରେ ତାଙ୍କର ଏଟିଏମ୍‌, ଡ୍ରାଇ‌ଭିଂ ଲାଇସେନ୍ସ, ପ୍ୟାନ୍‌କାର୍ଡ, ଭୋଟର ପରିଚୟପତ୍ର ଭଳି ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ର ରହିଥିଲା। କୌଣସି ସହୃଦୟ ବ୍ୟକ୍ତି ଏହାକୁ ପାଇଲେ ମୋବାଇଲ୍‌ ନମ୍ବର ୮୨୪୯୪୯୭୬୩୩ ରେ ଯୋଗାଯୋଗ କରି କିମ୍ବା ‘ସମ୍ବାଦ’ କାର୍ଯ୍ୟାଳୟରେ ପର୍ସଟିକୁ ଫେରାଇବାକୁ ପ୍ରଶାନ୍ତ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର