ବୈଜ୍ଞାନିକମାନଙ୍କ ପୂର୍ବାନୁମାନ : ଡେରାଡୁନ୍‌ରେ କୌଣସି ବଡ଼ ଧରଣର ଭୂମିକମ୍ପ ଘଟିପାରେ !

ଆମ ଦେଶରେ ଅନେକ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହେବାର ପରିଲକ୍ଷିତ ହୋଇଛି।ଭୂମିକମ୍ପ ଯୋଗୁଁ ଧନହାନିର ଆଶଙ୍କା ଅଧିକ। ବୈଜ୍ଞାନିକମାନଙ୍କର ଗବେଷଣା ଅନୁଯାୟୀ ୧୫୦୫ ପରେ ହିମାଳୟ କ୍ଷେତ୍ରରେ ଭୂମିକମ୍ପ ହୋଇନାହିଁ। ଭାରତୀୟ ଓ ତିବ୍ଦତ୍‌ ପ୍ଲେଟ୍‌ ନିଜ ନିଜ ମାଧ୍ୟମରେ ଯୋଡି ହୋଇଛନ୍ତି।
ବୈଜ୍ଞାନିକମାନେ ଉତ୍ତାରଖଣ୍ଡରେ ୨୫ ଜିପିଏସ୍‌ ଷ୍ଟେସନ ଉପରେ ପାଞ୍ଚ ବର୍ଷ ଯାଏଁ ଅନୁସନ୍ଧାନ କରିଛନ୍ତି। ସେଥିରୁ ସେମାନେ ଜାଣି ପାରିଛନ୍ତି ଯେ ଗଢବାଲା ଓ କୁମାଉଁ ମେକସିକୋ ଓ ନେପାଳରେ ଯେଉଁଭଳି ଭୂମିକମ୍ପ ସଂଘଟିତ ହୋଇଥିଲା। ସେଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ଭୂମିକମ୍ପରେ ପ୍ରାୟ ୨୮୫ଟି ବଡ଼ ବଡ଼ କୋଠା ମଧ୍ୟ ଭୁଷୁଡି ପଡ଼ିଥିଲା।

ବୈଜ୍ଞାନିକମାନଙ୍କ ଅନୁଯାୟୀ ଉତ୍ତାରଖଣ୍ଡରେ ଗଙ୍ଗା ଅଞ୍ଚଳର ଏହି ଭୂମିକମ୍ପ ଘଟିପାରେ। ସେମାନେ ଦାବି କରିଛନ୍ତି ଡେରାଡୁନ୍‌ରେ କୌଣସି ବଡ଼ ଧରଣର ଭୂମିକମ୍ପ ଘଟିପାରେ। ତେବେ ଏହା କେତେ ସତ କେତେ ମିଛ ତାହା ଜାଣିବାକୁ ବାକି ରହିଲା

ସମ୍ବନ୍ଧିତ ଖବର