ମଙ୍ଗଳ ଗ୍ରହରେ ବଞ୍ଚିବାର ଆଶା ଜାଗରିତ

ନୂଆଦିଲ୍ଲୀ: ୨୦୧୨ରେ ନାସା ପଠାଇଥିବା ଅନ୍ତରୀକ୍ଷ ଯାନର ବାର୍ତ୍ତା ବାହକ କ୍ୟୁରିଅସ୍‌ ରୋଭର (ଘୂର୍ଣ୍ଣୟମାନ ଯାନ) ଲାଲଗ୍ରହ ମଙ୍ଗଳର କେତେଗୁଡ଼ିଏ ଫଟୋଚିତ୍ର ଉତ୍ତୋଳନ କରି ପଠାଇଛି। ତାହା ମନୁଷ୍ୟର ଜୀବନ ଧାରଣ କରିବାର ପ୍ରେରଣା ଦେଇଛି। ପୃଥିିବୀ ପୃଷ୍ଠରେ ସୂଯ୍ୟର୍ଦୋୟ ହେଲାପରି ସେଠାରେ ସୂଯ୍ୟେର୍ାଦୟର ଫଟୋ ପଠାଇଛି। ବର୍ଷା ହୋଇ ଛାଡ଼ିଗଲା ପରେ ଯେପରି ପୃଥିବୀ ପୃଷ୍ଠ ଓଦାଳିଆ ଦେଖାଯାଏ ସେପରି ମଙ୍ଗଳର ମୂର୍ତ୍ତିକା ଦେଖା ଯାଉଛି। ଜଳବାୟୁ, ଭୌଗଳିକ ପରିବେଶ ଏବଂ ଅନୁକୂଳ ପରିବେଶର ରହସ୍ୟ ତଥ୍ୟ ପ୍ରଦାନ କରିଛି। ଜଳର ଅସ୍ଥିତ୍ୱ ସହିତ ଅନ୍ୟନ୍ୟ ଗ୍ରହର ଅବସ୍‌ଥିତି ସମ୍ବନ୍ଧରେ ସୂଚନା ଦେଇଛି। ୬୦ଟି ମାର୍ସ ହାଣ୍ଡ ଲେନ୍ସ ଇମେଜର କ୍ୟାମେରା ଯାହା ୨୩ ଫୁଟ(୭ମିଟର)ଲମ୍ବା ମାଧ୍ୟମରେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର