ବର୍ଷା ବାଧିତ ପ୍ରଥମ ଦିନିକିଆରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ଗୟନା: ବର୍ଷା ବାଧିତ ପ୍ରଥମ ଦିନିକିଆରେ ଗୁରୁବାର ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆୟୋଜକ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରୁଛି। ଗୟନାସ୍ଥିତ ପ୍ରୋଭିଡିଏନସ୍‌ ଷ୍ଟାଡିୟମରେ ଜାରିଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ବିଳମ୍ବରେ ଟସ୍‌ ପଡ଼ିଥିଲା। ପ୍ରଥମ ଦିନିକିଆକୁ ଉଭୟ ଦଳ ପକ୍ଷରୁ ୪୩ ଓଭର ଲେଖାଏଁ ଖେଳାଯିବ।

ସମ୍ବନ୍ଧିତ ଖବର