କରାଟେ ବେଲ୍ଟ ପରୀକ୍ଷାରେ ୪୪ କୃତକାର୍ଯ୍ୟ

କଟକ: କଟକ ଓ୍ଵାଇଏମ୍‌ସିଏସ୍ଥିତ ଉତ୍କଳ କରାଟେ ସ୍କୁଲ୍‌ରେ ବେଲ୍ଟ ପରୀକ୍ଷା ହୋଇଛି। ଏଥିରେ ମୋଟ ୪୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତୀ ଛାତ୍ରଛାତ୍ରୀମାନେ ହେଉଛନ୍ତି ଅଦିତି ସାଥିଆ, ତନାଲି ମିଶ୍ର, ଶୁଭାଶିଷ ମହାପାତ୍ର, ସୃଷ୍ଟି ମିଶ୍ର, ପ୍ରୀୟଦର୍ଶିନୀ ଦାସ, ନିଖିଲ କୁମାର ଦାସ, ସ୍ୱୟଂ ପାତ୍ର, ସୁନେପା ପାତ୍ର, ଓମ୍‌ ପ୍ରତିକ ସାହୁ, ପ୍ରତ୍ୟାସା ପ୍ରଦାନ, ଅଂଶୁମାନ ଦେ, ତନିଷ୍କା ମହାପାତ୍ର, ରାଜ ରାଜେଶ୍ୱର ପାତ୍ର, ଆଦିତ୍ୟ ଜୟପ୍ରକାଶ, ଆଲିସବା ଅସପା, ସୁରଜ କୁମାର ସାମଲ, ଶ୍ୱେତପଦ୍ମା ମିଶ୍ର, କିସନ୍‌ କୁମାର ଓଝା, ଆଦତ୍‌ ସତ୍ୟ ଭରଦ୍ୱାଜ, ଶୁଭ କରମନ୍‌ ମିଶ୍ର, ରୁଦ୍ର ନାରାୟଣ ମହାପାତ୍ର, ଦିଖ୍ୟାନ୍ତ ନାୟକ, ଇଜ୍‌ଓ୍ଵାନା ହୁସେନ୍‌, ଧୀରଜ କୁମାର ସାମଲ, ଶ୍ୱେତଲିନା ମିଶ୍ର, ସତ୍ୟଜିତ ସାହୁ, ରିଶିରାଜ ସାହୁ, ତ୍ରିଶା ସାମଲ, ଦିବାଂସି ଦାସ, କ୍ରିଷ୍ଣା ଅଗ୍ରଓ୍ଵାଲ, ରୁଦ୍ର ନାରାୟଣ ଗଉଡ଼, କରନ୍‌ କୁମାର ପଣ୍ଡା, ଅରୂପ ଆର୍ଯ୍ୟନ ପଟ୍ଟନାୟକ, ଜେନବା ଅସଲମ୍‌, ଦେବପ୍ରଜ୍ଞା ମହାରଣା, ରୁଦ୍ର ସ୍ୱାଧୀନ ଗଉଡ଼, ରୋହିତ ଦତ୍ତ, ଆଦର୍ଶ ଅନୁପମ ମହାନ୍ତି, ରୁଦ୍ର ନାରାୟଣ ଭୂୟାଁ, ପ୍ରଦ୍ୟୁଷ ମହାପାତ୍ର, ସରବ୍ୟ ସିଂହ। କଟକ ଉତ୍କଳ କରାଟେ ସ୍କୁଲ୍‌ର ଏନ୍‌ବି ପଟ୍ଟନାୟକ, ଗୋପାଳ ଚନ୍ଦ୍ର ଦାସ, ଉମାକାନ୍ତ ବେହେରା, ଅନୁଗୁଳ ଜିଲ୍ଲା ମୁଖ୍ୟ ପ୍ରଶିକ୍ଷକ ଜୟଦେବ ପଟ୍ଟନାୟକ, ସନ୍ଦୀପ ମହାନ୍ତି, ଗୌରୀ ମହାନ୍ତି, ମଧୁପ୍ରିୟା ବାଣୀନନ୍ଦନ ଦାସ, ରାଜେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲ୍‌ର ମୁଖ୍ୟ ଡକ୍ଟର ହରିପ୍ରସାଦ ପଟ୍ଟନାୟକ ପରୀକ୍ଷକ ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର