ବଫନ୍‌ ବର୍ଷର ଶ୍ରେଷ୍ଠ ଖେଳାଳି

ମିଲାନ: କିମ୍ବଦନ୍ତୀ ଫୁଟ୍‌ବଲ୍‌ ତାରକା ଜିଆନ୍‌ଲୁଗି ବଫନ୍‌ଙ୍କୁ ଇଟାଲି ଚଳିତ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିିଛି। ମିଲାନରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ଚଳିତ ବର୍ଷ ଇଟାଲି ବିଶ୍ୱକପ୍‌ ଯୋଗ୍ୟତାରୁ ବଞ୍ଚିତ ହେବାପରେ ସେ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର