ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ଓଡ଼ିଶାରୁ ୬ ବୈଷୟିକ ଅଧିକାରୀ

ଭୁବନେଶ୍ବର: ଚଳିତ ମାସ ଜାନୁଆରି ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଗୁଆହାଟୀରେ ଆୟୋଜିତ ହେବାକୁ ଥିବା ତୃତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶାରୁ ୬ ଜଣ ଦୌଡ଼କୁଦ ବୈଷୟିକ ଅଧିକାରୀ ‌ଯୋଗ ଦେବ‌େ। ସେମାନେ‌ ହେଲେ ରୂପନ୍ବିତା ପଣ୍ଡା, ପ୍ରଭୋଧ ମହାନ୍ତି, ସସ୍ମିତା ପଣ୍ଡା, ଭବାନୀ ଶଙ୍କର ଜେନା, ଆଶିଷ ପ୍ରଧାନ ଓ ରମେଶ ସ୍ବାଇଁ। ଏମାନଙ୍କ ନାମ ଭାରତୀୟ ଦୌଡ଼କୁଦ ମହାସଂଘ ମଙ୍ଗଳବାର ପ୍ରକାଶ କରିଛି।

ସମ୍ବନ୍ଧିତ ଖବର