ରାଜ୍ୟ କାୟାକି˚ ଓ କାନୋଇ˚ ସୁନ୍ଦରଗଡ଼ ବିଜେତା

କଟକ: ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ଓଡ଼ିଶା କାୟାକି˚ ଓ କାନୋଇ˚ ସ˚ଘର ୧୪ ତମ ରାଜ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ ସୁନ୍ଦରଗଡ଼ ବିଜେତା ହୋଇଥିଲାବେଳେ କେନ୍ଦୁଝର ଉପ ବିଜେତା ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସ˚ଘ ସଭାପତି ମୋହନ ମାଝି, ରାଜ୍ୟ ଉପ ସଭାପତି ବସନ୍ତ ଦାନି, ଏସ୍‌.ବି. ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଅଧ୍ୟକ୍ଷ ନୃସି˚ହ ନାରାୟଣ ଦାଶ, ରାଜ୍ୟ ସ˚ଘ କାର୍ଯ୍ୟକାରୀ କମିଟିର ଶ୍ରୀକାନ୍ତ ଦାଶ, ଅଶୋକ ଦାଶ, ବିମଳ ଦାଶ, ଅଲ୍‌ ଇଣ୍ତିଆ ରେଡିଓର ସୁଜିତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମକୁ ସାଇ ଜଳକ୍ରୀଡ଼ା କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଜନସନ ସି˚ହ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର