ଶୁଭମଙ୍କ ରୌପ୍ୟ 

ଭୁବନେଶ୍ୱର: ବିଶାଖାପାଟଣାରେ ରବିବାର ଶେଷ ହୋଇଥିବା ଜାତୀୟ ଯୁବ ଏବଂ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରୁ ଓଡ଼ିଶାକୁ ମୋଟ ୧୫ ପଦକ ମିଳିଛି। ଏହା ମଧ୍ୟରେ ୨ ସ୍ୱର୍ଣ୍ଣ ପଦକ ରହିଛି। ଉଭୟ ସ୍ୱର୍ଣ୍ଣ ପି ଧର୍ମାରାଓଙ୍କ ଛାତ୍ରୀ ଝିଲ୍ଲୀ ଦଳ ବେହେରା ଅର୍ଜନ କରିଥିଲେ। ଶେଷ ଦିନରେ ସୁନ୍ଦରଗଡ଼ ସାଇ ଛାତ୍ରାବାସର ଶୁଭମ ସାମଲ ୨ ରୌପ୍ୟ ପଦକ ଜିତିଥିଲେ। ସେ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୯୪ ଏବଂ ସ୍ନାଚ୍‌ରେ ୧୦୯ କିଲୋ ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର