କୁରାସରୁ ୨ ପଦକ

କୁରାସରେ ଭାରତ ମଙ୍ଗଳବାର ଦୁଇଟି ପଦକ ଜିତିଛି। ପିଙ୍କି ବାଲହାରା ରୌପ୍ୟ ପଦକ ପାଇଥିଲା ବେଳେ ମାଳାପ୍ରଭା ୟଲ୍ଲପା ଯାଦବ କାଂସ୍ୟ ପଦକ ହାସଲ କରିଛନ୍ତି। ମାଳାପ୍ରଭା ଆଜି କୁରାସରୁ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ଏହା ପରେ ପିଙ୍କି ମହିଳା ୫୨ କିଲୋଗ୍ରାମ ବର୍ଗରେ ଉଜବେକିସ୍ତାନର ଗୁଲନର ସୁଲ୍ୟାମାନୋଭାଙ୍କଠାରୁ ହାରି ଯିବାରୁ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର