ବିଶ୍ୱ ହକି ଲିଗ୍‌ ଫାଇନାଲ୍ସ: ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର: ବିଶ୍ୱ ହକି ଲିଗ୍‌ ଫାଇନାଲ୍ସ ପାଇଁ ବୁଧବାର ଅପରାହ୍ଣରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା। ଆଗାମୀ ଡିସେମ୍ବର ୧ରୁ ୧୦ ଯାଏଁ ବିଶ୍ୱ ହକି ଲିଗ୍‌ ଫାଇନାଲ୍ସ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ସମ୍ବନ୍ଧିତ ଖବର