ବଜେଟ୍‌ ସ୍ବତନ୍ତ୍ର : ବିଭାଗୱାରୀ ବ୍ୟୟ ବରାଦ

ବିଭାଗ ସର୍ବ ମୋଟ
ସ୍ବରାଷ୍ଟ୍ର ୫,୮୪୭.୯୬
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ୪୭୧.୦୬
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ୧,୨୭୮.୮୧
ଆଇନ ୪୯୧.୦୩
ଅର୍ଥ ୫୩,୮୪୬.୧୪
ବାଣିଜ୍ୟ ୧୨୨.୩୨
ନିର୍ମାଣ ୬,୫୮୬.୭୦
ଓଡ଼ିଶା ବିଧାନସଭା ୧୨୨.୬୯
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧,୦୯୭.୬୮
ବିଦ୍ୟାଳୟ ଓ ଗଣଶିକ୍ଷା ୧୮,୨୭୯.୮୨
ଅନୁସୂଚିତ ଜନଜାଣି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ୩,୬୦୬.୨୦
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୯,୧୬୪.୨୬
ଗୃହ ନିର୍ମାଣ ଓ ପୌର ଉନ୍ନୟନ ୫,୮୦୨.୫୮
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ୧୯୮.୫୬
କ୍ରୀଡା ଓ ଯୁବ ସେବା ୪୦୫.୨୯
ଯୋଜନା ଓ ସଂଯୋଜନା ୧,୪୬୭.୬୬
ପଞ୍ଚାୟତିରାଜ ଓ ପାନୀୟ ଜଳ ୧୯,୮୦୦.୫୪
ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ପ୍ରଶାସନ ୨.୦୭
ଶିଳ୍ପ ୪୦୫.୬୪
ଜଳ ସମ୍ପଦ ୮,୨୬୬.୮୫
ପରିବହନ ୮୩୯.୫୮
ଜଙ୍ଗଲ ଓ ପରିବେଶ ୯୮୮.୭୪
କୃଷି ଓ କୃଷକ ସଶକ୍ତିକରଣ ୫,୭୧୮.୭୭
ଇସ୍ପାତ ଓ ଖଣି ୧୩୪.୬୯
ସୂଚନା ଓ ଲୋକ ସମ୍ପର୍କ ୧୦୬.୫୯
ଅବକାରୀ ୧୨୮.୮୮
ବିଜ୍ଞାନ ଓ ବୈଷୟିକ ୬୩.୩୦
ଗ୍ରାମ୍ୟ ଉନ୍ନୟନ ୫,୪୮୯.୦୯
ସଂସଦୀୟ ବ୍ୟାପାର ୭୫.୧୯
ଶକ୍ତି ୧,୭୯୮.୮୮
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତତନ୍ତ ୧୬୨.୯୧
ପର୍ଯ୍ୟଟନ ୫୦୦.୩୧
ମତ୍ସ ଓ ପଶୁସମ୍ପଦ ଉନ୍ନୟନ ୧,୪୧୫.୩୯
ସମବାୟ ୧,୬୪୧.୨୭
ସରକାର ଉଦ୍ୟୋଗ ୮.୭୮
ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ୩,୯୦୫.୭୫
ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ୧୯୮.୯୮
ଉଚ୍ଚଶିକ୍ଷା ୨,୪୧୬.୬୩
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ୬୬୪.୦୪
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୪୬୫.୪୨
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ୨,୭୬୭.୧୫
ବିପର୍ଯ୍ୟୟ ପରିଚାଳନା ୩,୧୧୦.୩୭
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ୧୩୫.୪୨
ସର୍ବମୋଟ ୧,୭୦,୦୦୦.୦୦

ସମ୍ବନ୍ଧିତ ଖବର