୨୯ ତହସିଲ୍‌ଦାରଙ୍କ ବଦଳି

ଭୁବନେଶ୍ବର : ରାଜ୍ୟ ସରକାର ତହସିଲ୍‌ଦାର ସ୍ତରରେ ଆଜି ଏକ ଅଦଳବଦଳ କରିଛନ୍ତି। ମୋଟ୍‌ ୨୯ ଜଣ ତହସିଲ୍‌ଦାର୍‌ଙ୍କ ବଦଳି ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର