ଉପକୂଳ ଅଞ୍ଚଳରେ ଥିବା ବିମାନବନ୍ଦରକୁ ଆଲର୍ଟ କଲେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ସାମୁଦ୍ରିକ ବାତ୍ୟା ଫନିକୁ ନେଇ ଦେଶର ଉପକୂଳ ଅଞ୍ଚଳରେ ଥିବା ସବୁ ଏୟାରପୋର୍ଟକୁ ଆଲର୍ଟ କରିଥିବା ଜଣାଯାଇଛି। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଏଥିସହିତ ଯାତ୍ରୀମାନଙ୍କ ସୁରକ୍ଷାପ୍ରତି ବିଶେଷ ଧ୍ୟାନ ଦିଆଯିବାକୁ ବି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର