ଅମରେନ୍ଦ୍ର ହେଲେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି

ଭୁବନେଶ୍ବର : ପୂର୍ବ ଘୋଷିତ ସମସ୍ତ ଆଦେଶନାମାଙ୍କୁ ବାଦ୍‌ ଦେଇ ଆଜି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଭାବେ ଅମରେନ୍ଦ୍ର ଦାସଙ୍କୁ ନିଯୁକ୍ତି ଦେଇଛନ୍ତି। ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇ ଦିଆଯାଇଛି। ପୂର୍ବରୁ ବିଷ୍ଣୁ ଦାସ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବରେ ଥିଲେ।

ସମ୍ବନ୍ଧିତ ଖବର