ଉଗାଣ୍ଡାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଯୋଗଦେବେ। ଅପରାଜିତ ଷଡ଼ଙ୍ଗୀ ଭାରତୀୟ ପ୍ରତିନିଧି ମଣ୍ଡଳୀରେ ସାମିଲ ହେବେ। ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ସେପ୍ଟେମ୍ବର ୨୨ରୁ ୨୯ ଯାଏ ଉଗାଣ୍ଡାର କାମ୍ପାଲା ଠାରେ ଅନୁଷ୍ଠିତ ହେବ । ଲୋକସଭା ବାଚସ୍ପତିଙ୍କ ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଉଗାଣ୍ଡା ଯିବ।

ସମ୍ବନ୍ଧିତ ଖବର