ଆଜି ବିଳମ୍ବରେ ଛାଡ଼ିବ ରାଜଧାନୀ ଏକ୍ସପ୍ରେସ୍‌

ଚନ୍ଦ୍ରଶେଖରପୁର : ଉତ୍ତର ଭାରତରେ ଘନ କୁହୁଡ଼ି କାରଣରୁ ବହୁ ଟ୍ରେନ୍‌ ବିଳମ୍ବରେ ଚଳାଚଳ କରୁଛି। ଏହି କାରଣରୁ ମଙ୍ଗଳବାର ଭୁବନେଶ୍ୱରରୁ ସକାଳ ୯.୩୦ରେ ଛାଡ଼ିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ ୧.୪୫ରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର