ବିସ୍କୁଟ ପାଇଁ ସ୍କୁଲ୍‌ ଛାତ୍ରାବାସରେ ଗଣ୍ଡଗୋଳ

ଦାରିଙ୍ଗବାଡ଼ି : ବିସ୍କୁଟ୍‌ ପାଇଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଗ୍ରୀନବାଡ଼ି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ଉଚ୍ଚବିଦ୍ୟାଳୟ ଛାତ୍ରାବାସରେ ଛାତ୍ର-ଛାତ୍ରଙ୍କ ଭିତରେ ଗଣ୍ଡଗୋଳ ହୋଇଛି। ଦଶମ ଶ୍ରେଣୀର ୪ଜଣ ଛାତ୍ର ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାଡ଼ମାରିଥିବା ୨ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ରୁ ବହିଷ୍କାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର