କେଉଁ ବିଭାଗକୁ କେତେ ?

୧. ଗୃହ ବିଭାଗ   –  ୫,୨୯୦.୫୭ କୋଟି
୨. ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  –   ୪୦୪.୩୬ କୋଟି
୩. ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   – ୧,୧୩୦.୨୧ କୋଟି
୪. ଆଇନ ବିଭାଗ  –   ୪୪୧.୦୩ କୋଟି
୫. ଅର୍ଥ ବିଭାଗ   –   ୨୮,୮୨୦.୩୫ କୋଟି
୬. ବାଣିଜ୍ୟ ବିଭାଗ   –  ୯୩.୩୪ କୋଟି
୭. ପୂର୍ତ୍ତ ବିଭାଗ  –  ୪,୦୭୯.୨୦ କୋଟି
୮. ଓଡ଼ିଶା ବିଧାନସଭା   –  ୮୦.୧୭ କୋଟି
୯. ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ   –  ୧,୧୩୪.୧୫ କୋଟି
୧୦. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ   –   ୧୬,୪୦୦.୦୦ କୋଟି
୧୧. ଏସ୍‌ସି/ଏସ୍‌ଟି, ସଂଖ୍ୟାଲଘୁ ବିକାଶ ବିଭାଗ   –   ୩,୬୩୦.୪୯ କୋଟି
୧୨. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ   –   ୬,୭୦୭.୫୨ କୋଟି
୧୩. ଗୃହ ଓ ନଗର ଉନ୍ନୟନ ବିଭାଗ    –  ୫,୫୭୮.୬୯ କୋଟିି
୧୪. ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ    –  ୧୫୫.୭୦ କୋଟି
୧୫. କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ    –  ୨୬୧.୩୧ କୋଟି
୧୬. ଯୋଜନା ଓ ସଂଯୋଜନ ବିଭାଗ   –  ୧,୨୨୩. ୮୫ କୋଟି
୧୭. ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ   –  ୧୫,୮୯୮.୮୬ କୋଟି
୧୮. ସାଧାରଣ ଅଭିଯୋଗ ଓ ପେନସନ୍   –  ୨.୨୦ କୋଟି
୧୯. ଶିଳ୍ପ ବିଭାଗ    –  ୨୩୭.୩୯ କୋଟି
୨୦. ଜଳ ସମ୍ପଦ ବିଭାଗ    –  ୯,୭୧୩.୪୩ କୋଟି
୨୧. ପରିବହନ ବିଭାଗ    –  ୫୯୯.୫୮ କୋଟି
୨୨. ଜଙ୍ଗଲ ଓ ପରିବେଶ ବିଭାଗ   –  ୮୭୨. ୫୩ କୋଟି
୨୩. କୃଷି ଓ କୃଷକ ସଶକ୍ତୀକରଣ ବିଭାଗ   –  ୭,୫୫୨.୨୭ କୋଟି
୨୪. ଇସ୍ପାତ ଓ ଖଣି ବିଭାଗ    –  ୧୨୨.୨୪ କୋଟି
୨୫. ସୂଚନା ଓ ଲୋକସମ୍ପର୍କ ବିଭାଗ    –  ୧୦୫.୩୩ କୋଟି
୨୬. ଅବକାରୀ ବିଭାଗ   –   ୧୨୯.୮୧ କୋଟି
୨୭. ବିଜ୍ଞାନ ଓ କାରିଗରୀ ବିଭାଗ   –  ୬୯.୯୨ କୋଟି
୨୮. ଗ୍ରାମ୍ୟ ଉନ୍ନୟନ ବିଭାଗ    –  ୫,୩୭୮.୨୯ କୋଟି
୨୯. ସଂସଦୀୟ ବ୍ୟାପାର ବିଭାଗ    –  ୫୮.୩୬ କୋଟି
୩୦. ଶକ୍ତି ବିଭାଗ   –  ୧,୬୫୮.୩୮କୋଟି
୩୧. ହସ୍ତତନ୍ତ,ବୟନ ବିଭାଗ   –  ୧୮୨.୮୨ କୋଟି
୩୨. ପର୍ଯ୍ୟଟନ ବିଭାଗ   –  ୧୮୩.୫୦ କୋଟି
୩୩. ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ   –   ୮୯୪.୫୯ କୋଟି
୩୪.ସମବାୟ ବିଭାଗ   –  ୧,୪୦୦.୯୧ କୋଟି

୩୫. ସାଧାରଣ ଉଦ୍ୟୋଗ   –  ୮.୩୭ କୋଟି
୩୬. ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି  –  ୩,୩୧୪.୩୧ କୋଟି
୩୭. ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା   –  ୧୧୮.୯୦ କୋଟି
୩୮. ଉଚ୍ଚଶିକ୍ଷା ବିଭାଗ   –  ୨,୩୭୫.୩୪ କୋଟି
୩୯. ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା  –   ୭୧୭.୦୪ କୋଟି
୪୦. ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ   –  ୧୯୨.୪୭ କୋଟି
୪୧. ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତୀକରଣ   –  ୩,୧୬୩.୯୨ କୋଟି
୪୨. ବିପର୍ଯ୍ୟୟ ପରିଚାଳନା   –  ୨,୧୦୬.୫୮ କୋଟି
୪୩. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ   –  ୧୭୩.୯୦ କୋଟି
ମୋଟ   = ୧,୩୨,୬୬୦.୦୦ କୋଟି

ସମ୍ବନ୍ଧିତ ଖବର