ଆଜିଠୁ ଦୁଇ ଦିନ ପାଇଁ ‌ଖୋଲିବ ସଚିବାଳୟ ଉଦ୍ୟାନ

ଭୁବନେଶ୍ବର : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସଚିବାଳୟ ଉଦ୍ୟାନ। ଜାନୁଆରି ୨୬ ଓ ୨୭ତାରିଖ ଦୁଇଦିନ ପାଇଁ ସଚିବାଳୟ ଉଦ୍ୟାନ ଖୋଲା ରହିବ। ଏହି ଦୁଇ ଦିନ ଅପରାହ୍ଣ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଜନସାଧାରଣ ସଚିବାଳୟ ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର