ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର : ଓଡ଼ିଶା ସରକାର ଆଜି ଆଇଏଏସ ସ୍ତରରେ କେତେକ ପରିବର୍ତ୍ତନ କରିଛନ୍ତି । ୧୯୮୮ ବ୍ୟାଚର ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି ।

୨୦୧୦ ବ୍ୟାଚର ଆଇଏଏସ ରଶ୍ମିତା ପଣ୍ଡାଙ୍କୁ ନିଯୁକ୍ତି ନିର୍ଦ୍ଦେଶକ ଓ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ସିଇଓ ନିଯୁକ୍ତି ହୋଇଛନ୍ତି । ୨୦୧୨ର ଆଇଏଏସ ନିଖିଲ ପବନ କଲ୍ୟାଣ ସୁନ୍ଦରଗଡ଼ର ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ୨୦୧୩ ବ୍ୟାଚର ଆଇଏଏସ ମନିଷା ବାନାର୍ଜୀ ସୋନପୁରର ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ଭୁମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳର ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ

ସମ୍ବନ୍ଧିତ ଖବର