ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ, ୧୪ ହଜାର ୬୨୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୧୪ ହଜାର ୬୨୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ମୋଟ୍‌ ୧୪ ହଜାର ୬୨୭ ଜଣ ପରୀକ୍ଷା ଦେଇଥିଲେ। ବି.ଟେକ୍‌ରେ ରବୀନ୍ଦ୍ର ବେହେରା, ଏମ୍‌ବିଏରେ ଚନ୍ଦନ ପାତ୍ରଙ୍କୁ ଅଧିକ ନମ୍ବର ମିଳି ଥିବା ବେଳେ ଏମସିଏରେ ଅନୀଷ ଅଗ୍ରଓ୍ଵାଲ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ବି ଫାର୍ମରେ ପ୍ରଦୀପ ସାହୁ, ଏମ୍‌ ଫାର୍ମରେ ବିଶାଲ ସିଂ ଅଧିକ ନମ୍ବର ପାଇଛନ୍ତି।

ସମ୍ବନ୍ଧିତ ଖବର