ସମ୍ବଲପୁର କୋର୍ଟରେ ଶାରଦା ଚିଟ୍‌ଫଣ୍ଡର ୨ ଅଭିଯୁକ୍ତ

ସମ୍ବଲପୁର : ସମ୍ବଲପୁର ଅଦାଲତରେ ଶାରଦ ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ୨ ଜଣଙ୍କୁ ହାଜର କରାଯାଇ ଥିଲା। ସ୍ବତନ୍ତ୍ର ଦିଲ୍ଲୀ ପୁଲିସ ଟିମ ଆସି ଉଭୟଙ୍କୁ ହାଜର କରାଇ ଥିଲା। ଏ ନେଇ ସମ୍ବଲପୁର ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ।

ସମ୍ବନ୍ଧିତ ଖବର