Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବଜାରକୁ ଆସିଲା ୩ ଶକ୍ତିଶାଳୀ ବାଇକ୍‌

0 2,689

କାଓ୍ଵାସାକି ନିଞ୍ଜା ୬୫୦
• ମୂଲ୍ୟ: ୫ ଲକ୍ଷ ୩୩ ହଜାର ଟଙ୍କା
• ନୀଳ ରଙ୍ଗରେ ଉପଲବ୍ଧ ହେବ
• ୬୪୯ ସିସି ଇଞ୍ଜିନ
• ୬ ସ୍ପିଡ୍‌ ଟ୍ରାନ୍ସମିସନ୍‌
• ଉନ୍ନତ ବ୍ରେକିଙ୍ଗ ପାଇଁ ଏବିଏସ୍‌ ସୁବିଧା

କେଟିଏମ୍‌ ୩୯୦ ଡ୍ୟୁକ୍‌
• ମୂଲ୍ୟ: ୨ ଲକ୍ଷ ୨୯ ହଜାର ଟଙ୍କା
• ସ୍ୱତନ୍ତ୍ର ଧଳା ରଙ୍ଗରେ ଉପଲବ୍ଧ ହେବ
• ୩୭୩.୨ ସିସି ଇଞ୍ଜିନ
• ୬ ସ୍ପିଡ୍‌ ଗିୟରବକ୍ସ
• ଡୁଆଲ୍‌ ଚ୍ୟାନେଲ୍‌ ଏବିଏସ୍‌

 

ୟାମାହା ଏଫ୍‌ଜେଡ୍‌-ଏସ୍‌ ଏଫ୍‌ଆଇ
• ମୂଲ୍ୟ: ୮୬ ହଜାର ୪୨ ଟଙ୍କା
• ପଛରେ ଡିସ୍କ ବ୍ରେକ୍‌
• ୧୪୯ ସିସି ଇଞ୍ଜିନ
• ୫ ସ୍ପିଡ୍‌ ଟ୍ରାନ୍ସମିସନ୍‌
• ସ୍ପୋର୍ଟି ଆଲଏ ହ୍ଵିଲ୍‌ ଡିଜାଇନ୍‌
• ବ୍ଲୁ କୋର୍‌ ପ୍ରଯୁକ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.

three × one =