ଭୁବନେଶ୍ବର: ମାନାପୁରମ୍ ଫାଇନାନ୍ସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା, କଟକ ରୋଡ୍ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ସ୍ବାଇଁ କର୍ପୋରେଟର୍ ପୁଷ୍ପାଞ୍ଜଳି ସେଠୀ ଓ କଂପାନିର ଆଞ୍ଚଳିକ ପ୍ରବନ୍ଧକ ଜି ଆନନ୍ଦ କୁମାର ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଦିନେଶ କୁମାର ପରିଚାଳନା କରିଥିଲେ।