ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବାକୁ ଅନୁମତି ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ଷ୍ଟେରଲାଇଟ୍‌ର ତୁତିକୋରିନସ୍ଥିତ ତମ୍ବା କାରଖାନାକୁ ପୁଣି ଥରେ ଚାଲୁ କରିବା ଲାଗି ସୁପ୍ରିମ କୋର୍ଟ ଅନୁମତି ଦେବାକୁ ମନା କରିଦେଇଛନ୍ତି। ତେବେ କମ୍ପାନିକୁ କିଛିଟା ଆଶ୍ବାସନା ଦେବାକୁ ଯାଇ ହାଇକୋର୍ଟରେ ଏ ନେଇ ଆବେଦନ କରିବା ଲାଗି ସୁଯୋଗ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଆର. ଏଫ. ନରିମାନଙ୍କ ଅଧ୍ୟକ୍ଷତାରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର