ପୂର୍ବ ୩ ବର୍ଷ ତୁଳନାରେ ଭୁବନେଶ୍ୱର-କଟକରେ ଅପରାଧ ବଢ଼ିଛି ୫ ପ୍ରତିଶତ

ଭୁବନେଶ୍ୱର: ଦୈତ୍ୟ ନଗରୀ ଭୁବନେଶ୍ୱର ଏବଂ କଟକରେ ଦିନକୁ ଦିନ ଅଧିକ ଅପରାଧ ଘଟଣା ଦେଖିବାକୁ ମିଳିଛି। ପୁଲିସର ସୂଚନା ଅନୁସାରେ ୨୦୧୫, ୨୦୧୬ ଓ ୨୦୧୭ ତୁଳନାରେ ୨୦୧୮ରେ ଅପରାଧ ମାତ୍ରା ୫ ପ୍ରତିଶତ ବଢ଼ିଛି। ହତ୍ୟା, ଡକାୟତି, ଦୁଷ୍କର୍ମ, ଦୁର୍ଘଟଣା ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର