ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ: ୧୦୦ରୁ ଅଧିକ ଗାଈ ଉଦ୍ଧାର

ସୋର: ଶେରଗଡ଼ ଟୋଲଗେଟ ନିକଟରୁ ଏକ ୧୦୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି। ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନରକୁ ଶେରଗଡ଼ ଟୋଲ୍ ଗେଟ୍ ନିକଟରେ ବଜରଙ୍ଗ ଦଳ କର୍ମୀମାନେ ଅଟକାଇଥିଲେ। କଣ୍ଟେନରରେ ୧୦୦ରୁ ଉର୍ଦ୍ଧ୍ବ ଗୋରୁ ଥିବା ସୂଚନା ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

‘୧୮ ଫୁଟ୍‌ବଲ ଡଟ୍‌ କମ୍‌’ର ବଡ଼ ସ୍କାମ୍‌: କୋଲକାତାରୁ ୨ ଧୂର୍ତ୍ତ ଗିରଫ

ଭୁବନେଶ୍ବର : ପୁଞ୍ଜି ନିବେଶ କଲେ ପ୍ରତିଦିନ ୩ ପ୍ରତିଶତ ଚକ୍ରବୃଦ୍ଧି ହାରରେ ସୁଧ ମିଳିବ। ଏମିତି ଲୋଭନୀୟ ସୁଧହାର ଦେଖାଇ କେତେବେଳେ ବେଟିଂ ଆପ୍‌ରେ ତ କେତେବେଳେ ଚିଟ୍‌ଫଣ୍ଡରେ ପୁଞ୍ଜି ନିବେଶ କରିବା ପାଇଁ ଏଜେଣ୍ଟମାନେ ପ୍ରବର୍ତ୍ତାଉ ଥିଲେ। ପ୍ରଥମେ ପ୍ରଥମେ କିଛି ପୁଞ୍ଜି ନିବେଶକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ପୁଣି ଗୁପ୍ତ ତଥ୍ୟ ଲିକ୍, ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀ ଗିରଫ

ବାଲେଶ୍ବର : ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ) ଅଧୀନରେ ଥିବା ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର୍‌)ର ଜଣେ ବରିଷ୍ଠ ବୈଷୟିକ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍‌ ଦେଶଦ୍ରୋହ ଅପରାଧ। ଭାରତୀୟ କ୍ଷେପଣାସ୍ତ୍ର ବ୍ୟବସ୍ଥା ସଂକ୍ରାନ୍ତରେ…
ଅଧିକ ଖବର ଦେଖନ୍ତୁ...

ପୁରୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ: ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର ଗିରଫ

ପୁରୀ : ଆଜି ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ଉ କରି ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ଆଉଟ୍‌ସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟର୍‌…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଶିକ୍ଷକ ନିଯୁକ୍ତି ପ୍ରଶ୍ନପତ୍ର ଲିକ୍‌ ମାମଲା, ମାଷ୍ଟରମାଇଣ୍ଡ ଗିରଫ

ଉଦୟପୁର (ରାଜସ୍ଥାନ) : ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭୂପେନ୍ଦ୍ର ସରନଙ୍କୁ ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ସ୍ପେସାଲ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି) ଏବଂ ରାଜସ୍ଥାନ ପୁଲିସର ସ୍ବତନ୍ତ୍ର ଟିମ୍ ଗୁରୁବାର ରାତିରେ ବେଙ୍ଗାଲୁରୁର…
ଅଧିକ ଖବର ଦେଖନ୍ତୁ...

ମଦ ନପିଇବାକୁ କହିବାରୁ ପୁଅକୁ ହତ୍ୟା

ପାତ୍ରପୁର : ‘କାହିଁକି ମଦ ପିଉଛ?’ ଖାଇବାକୁ ଦେବାକୁ ଯାଇଥିବା ବେଳେ ଏହିକଥା ପଚାରିବାରୁ ଉତ୍‌କ୍ଷିପ୍ତ ହୋଇପଡ଼ିଲେ ବାପା। ଏହାପରେ ଛୁରୀ ଭୁସି ପୁଅକୁ ହତ୍ୟା କଲେ। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ିଆମ୍ବ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ପ୍ରତାପ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାଗହଣା, ମୋବାଇଲ

ଚମ୍ପୁଆ : କିଛି ଦିନର ବ୍ୟବଧାନ ପରେ ଶୁକ୍ରବାର ଦିନ ପୁଣି ଥରେ ଚମ୍ପୁଆ ବଜାର ମଧ୍ୟରେ ଜଣେ ମହିଳାଙ୍କ ଠାରୁ ଗହଣା, ଟଙ୍କା ଓ ମୋବାଇଲ ଲୁଟ ହୋଇଛି। ଟାଉନ ହଲ ନିକଟରୁ ସଂପୃକ୍ତ ମହିଳାଙ୍କ ଠାରୁ ଦୁଇଜଣ ଲୁଟେରା ଭ୍ୟାନିଟି ଝାମ୍ପି ନେଇଥିଲେ। ଭ୍ୟାନିଟି ବ୍ୟାଗ୍ ରେ ଗୋଟିଏ ସୁନା ହାର, ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଦୁର୍ବ୍ୟବହାର, ପ୍ରଧାନଶିକ୍ଷକ ନିଲମ୍ବିତ

ଘଟଗାଁ : ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ୟୁଜିୟୁପି ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଘଟଗାଁ ବିଇଓ କୃଷ୍ଣଚନ୍ଦ୍ର ପରିଡ଼ା ଚିଠି ନମ୍ବର ୪୭୫ ତା୨୪.୦୨.୨୦୨୩ରେ ଶ୍ରୀ ମହାନ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

୩ ହରିଣ ଛାଲ ଜବତ, ଶିକାରୀ ଗିରଫ; ମାଂସ ଖାଇ ଛାଲ ସାଇତି ରଖିଥିଲା

ଘଟଗାଁ : ହରିଣ ମାରି ଘରେ ଛାଲ ସାଇତି ରଖିଥିଲା ଜଣେ ଶିକାରୀ। ବନ ବିଭାଗ ଆଜି ଅଚାନକ ଚଢ଼ଉ କରି ୩ଟି ହରିଣ ଚମଡ଼ା ଜବତ କରିଛି। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ କାଦବାହାଳି ଗ୍ରାମର ଯଦୁମଣି ନାଏକ(୪୦)ଙ୍କୁ ଗିରଫ କରାଯାଇଛି। ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁଙ୍କ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାରରେ ଡ୍ୟାନ୍ସରଙ୍କୁ ଗଣଦୁଷ୍କର୍ମ ଉଦ୍ୟମ, ଫେସବୁକରେ ବଖାଣିଲେ ଯନ୍ତ୍ରଣା କାହାଣୀ

ମେରଟ: ଉତ୍ତରପ୍ରଦେଶର ମେରଟର ଭାବନପୁର ପୁଲିସ ଷ୍ଟେସନ ଅଂଚଳରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ହରିୟାଣୀ ଡ୍ୟାନ୍ସରଙ୍କୁ ଗଣଦୁଷ୍କର୍ମର ଉଦ୍ୟମ କରାଯାଇଛି | ଏନେଇ ପୀଡିତା ଜଣକ କାନ୍ଦି କାନ୍ଦି ଫେସବୁକରେ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି, ଏହା ପରେ ଏହି ଭିଡିଓ…
ଅଧିକ ଖବର ଦେଖନ୍ତୁ...