ଅନୁସନ୍ଧାନ କରୁଥିବା ବର୍ଗ

କଟକ

ବଡ଼ମ୍ବା ବିଜେପି ଟିକେଟ କଳି ସୀମା ଟପିଲା: ରୋଡ୍‌ ସୋ’ ବେଳେ ଦୁଇ ଗୋଷ୍ଠୀ ପିଟାପିଟି

କଟକ/ବଡମ୍ବା: ବଡ଼ମ୍ବା ବିଜେପି ଶିବିରରେ ଲାଗି ରହିଥିବା ଟିକେଟ କଳି ଆଜି ସୀମା ଟପିଛି। ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ସମ୍ବିତ୍‌ ତ୍ରିପାଠୀଙ୍କ ରୋଡ୍‌ ସୋ’ ଓ ଭଟ୍ଟାରିକା ମନ୍ଦିର ଦର୍ଶନ କାର୍ଯ୍ୟକ୍ରମରେ ଦୁଇଗୋଷ୍ଠୀ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମ ବିଭାଗରେ ସାମଗ୍ରୀ କିଣା ଦୁର୍ନୀତି: ବର୍ଷକରେ ଯନ୍ତ୍ରାଂଶ ମୂଲ୍ୟ ଦୁଇଗୁଣ

କଟକ: ଯେଉଁ ଉପକରଣର ଦାମ ୨୦୨୨-୨୩ରେ ୮ ଲକ୍ଷ ଟଙ୍କା ଥିଲା, ତାହାକୁ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଗୁଣ ଅଧିକ ଦର ଅର୍ଥାତ ୧୬ ଲକ୍ଷ ଟଙ୍କାରେ କିଣିଛି ଅଗ୍ନିଶମ ବିଭାଗ। ଏହି ଉପକରଣ କିଣା ଟେଣ୍ଡରରେ ବଡ଼ ଧରଣର ଦୁର୍ନୀତି ‌ହୋଇଥିବା ଅଭିଯୋଗ ହୋଇଛି। ଏହାର ଛାନଭିନ୍ ହେଲେ ଏହା ପଛରେ…
ଅଧିକ ଖବର ଦେଖନ୍ତୁ...

କଟକରେ ପାଗରେ ବଡ଼ ପରିବର୍ତ୍ତନ, ସକାଳୁ ସକାଳୁ ବର୍ଷା ପବନ

କଟକ: କଟକରେ ପାଗରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ କଟକରେ ବର୍ଷା ପବନ। ପଶ୍ଚିମା ଝଡ଼ ପ୍ରଭାବରେ ସକାଳୁ ପାଗର ମିଜାଜ୍ ବଦଳିବା ସହ ବର୍ଷା ଆରମ୍ଭ ହୋଇଯାଇଛି। ଆକାଶ ସମୂର୍ଣ୍ଣ ମେଘାଚ୍ଛନ୍ନ ରହିବା ସହ କୋହଲା ପାଗ ଏବଂ ଥଣ୍ଡା ଅନୂଭୂତ ହୋଇଛି। ବର୍ଷା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

କଟକ ଓ ଭୁବନେଶ୍ବର ସମେତ କେତେକ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ବର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବରେ କଟକ ଓ ଭୁବନେଶ୍ବର ସମେତ କେତେକ ସ୍ଥାନରେ ସକାଳୁ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଜାରି ରହିଛି ମଧ୍ୟମ ଧରଣର ବର୍ଷା । ଟୁଇନ୍ ସିଟିରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘଡଘଡି ସହ…
ଅଧିକ ଖବର ଦେଖନ୍ତୁ...

ବିଡାନାସୀ ଥାନାରେ ଓଲିଉଡ୍‌ କଳି, ଅଭିନେତା ବୁଦ୍ଧାଦିତ୍ୟ-ପ୍ରୀତମ ମୁହାଁମୁହିଁ

କଟକ: ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ଥାନାରେ ପହଞ୍ଚିଛି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ…
ଅଧିକ ଖବର ଦେଖନ୍ତୁ...

ପଥ ସମ୍ମୋହନ ନେଉଛି ଜୀବନ: ବର୍ଷକରେ ମଲେଣି ୧୮୪୫

କଟକ: ରୋଡ ହିପ୍ନୋସିସ୍‌ ବା ପଥ ସମ୍ମୋହନ ଏବେ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଛି। ଏହି କାରଣରୁ ପ୍ରତିବର୍ଷ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ୨୦୨୩ରେ ପଥ ସମ୍ମୋହନ କାରଣରୁ ପଛପଟୁ ଗାଡିକୁ ଧକ୍କା ଦେବା, ଗାଡିକୁ ଗୋଟିଏ ପାଖରୁ ପିଟିବା, ରାସ୍ତାକଡ଼ ଗଛ ଓ ଖୁଣ୍ଟରେ ପିଟି ହେବା ଭଳି…
ଅଧିକ ଖବର ଦେଖନ୍ତୁ...

ମୋକିମଙ୍କ ଅଡ଼ୁଆ ବଢ଼ିଲା: ଭିଜିଲାନ୍ସ ଅଦାଲତ ଦଣ୍ଡାଦେଶ ହାଇକୋର୍ଟ‌ରେ କାଏମ

କଟକ: ପୁଣି ଅଡ଼ୁଆରେ ପଡିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌। ଓଆରଏଚ୍‌ଡିସି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ବିରୋଧରେ ମୋକିମଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ମୋକିମଙ୍କୁ ୩ ବର୍ଷ…
ଅଧିକ ଖବର ଦେଖନ୍ତୁ...

ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟ୍‌କା: ନିମ୍ନ ଅଦାଲତଙ୍କ ରାୟକୁ କାଏମ୍‌ ରଖିଲେ

କଟକ: ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟ୍‌କା। ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ଖାରଜ କରି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟକୁ କାଏମ୍‌ ରଖିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ସୂଚନାଯୋଗ୍ୟ, ଓଡ଼ିଶା ରୁରାଲ ହାଉସିଂ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ସିମେଣ୍ଟ କାରଖାନା ଆଗରେ ଧାରଣା

ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ସ୍ଥିତ ଶ୍ରୀ ସିମେଣ୍ଟ ଦ୍ବାରା ପରିଚାଳିତ ଓଡ଼ିଶା ସିମେଣ୍ଟ ପ୍ଲାଣ୍ଟରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପୁଅକୁ ସ୍ଥାୟୀ ଚାକିରି, ଝିଅ ବାହାଘର ବାଦରେ ଅର୍ଥ ଓ ଶୁଦ୍ଧିକ୍ରିୟା ଲାଗି ୨…
ଅଧିକ ଖବର ଦେଖନ୍ତୁ...

ଶିଳ୍ପ ଆଳରେ ଐତିହ୍ୟସ୍ଥଳ ଅସୁରକ୍ଷିତ: ଇଡ୍‌କୋ ଶୁଣୁନି; ଚିଠି ଲେଖିଲା ଏଏସ୍‌ଆଇ

କଟକ: ଚୌଦ୍ୱାରରେ ଐତିହାସିକ ସ୍ଥଳ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ)ର ସଂରକ୍ଷିତ ଅଞ୍ଚଳ ନଷ୍ଟ କରୁଛନ୍ତି ରାଜ୍ୟ ସରକାର ଓ ଇଡ୍‌କୋ। ବାରମ୍ବାର ଚିଠି ଦିଆଯିବା ସତ୍ତ୍ବେ ଶୁଣୁ ନାହାନ୍ତି। ପୂର୍ବରୁ ମୁଖ୍ୟଶାସନ ସଚିବ ତଥା ରାଜ୍ୟ ସରକାରଙ୍କ ଉଚ୍ଚପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ…
ଅଧିକ ଖବର ଦେଖନ୍ତୁ...