ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଶିଳ୍ପ ଆଳରେ ଐତିହ୍ୟସ୍ଥଳ ଅସୁରକ୍ଷିତ: ଇଡ୍‌କୋ ଶୁଣୁନି; ଚିଠି ଲେଖିଲା ଏଏସ୍‌ଆଇ

କଟକ: ଚୌଦ୍ୱାରରେ ଐତିହାସିକ ସ୍ଥଳ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ)ର ସଂରକ୍ଷିତ ଅଞ୍ଚଳ ନଷ୍ଟ କରୁଛନ୍ତି ରାଜ୍ୟ ସରକାର ଓ ଇଡ୍‌କୋ। ବାରମ୍ବାର ଚିଠି ଦିଆଯିବା ସତ୍ତ୍ବେ ଶୁଣୁ ନାହାନ୍ତି। ପୂର୍ବରୁ ମୁଖ୍ୟଶାସନ ସଚିବ ତଥା ରାଜ୍ୟ ସରକାରଙ୍କ ଉଚ୍ଚପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ…
ଅଧିକ ଖବର ଦେଖନ୍ତୁ...

ମହାବିଷୁବ ସଂକ୍ରାନ୍ତି ତାରିଖକୁ ନେଇ ଦ୍ବନ୍ଦ୍ବ: ୧୪ ନୁହେଁ ୧୩ରେ ପାଳନ ପାଇଁ ଜନସ୍ବାର୍ଥ ମାମଲା

କଟକ: ଚଳିତବର୍ଷର ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୩ରେ ପଡ଼ୁଛି। ଏ ସଂକ୍ରାନ୍ତରେ ସ୍ପଷ୍ଟ ଘୋଷଣା କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ କୋ‌ଷାଧ୍ୟକ୍ଷ ତଥା ଗଣନାକାର ଦୋଳଗୋବିନ୍ଦ ପଣ୍ଡା ଦାୟର କରିଥିବା…
ଅଧିକ ଖବର ଦେଖନ୍ତୁ...

ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ; ନାବାଳକ ଓ ବାସ୍କେଟ୍‌ ବଲ୍‌ ଖେଳାଳିଙ୍କ ଚିକିତ୍ସା ପାଇଁ ଦେଲେ ଆର୍ଥିକ…

କଟକ: ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଚଣ୍ଡୀମନ୍ଦିରରେ ଦୀପଦାନ କରିିଛନ୍ତି। ଆଜି ନବରାତ୍ରର ପ୍ରଥମ ଦିନ ଅବସରରେ ମହାମହିମ ଶ୍ରୀ ଦାସ କଟକ ଚଣ୍ଡୀଙ୍କ ଦର୍ଶନ କରିବାର ସହିତ ଆଶୀର୍ବାଦ ନେଇଛନ୍ତି। କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ଫେରିବା ବାଟରେ…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି: ମୁକ୍ତିମଣ୍ଡପ ପଣ୍ଡିତସଭାର ଭୁଲ୍ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା…

କଟକ: ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହେଉଥିବାରୁ ଏ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ପଡ଼ୁଛି ମହାବିଷୁବ ପଣା ସଂକ୍ରାନ୍ତି। ଓଡ଼ିଶାରେ ପ୍ରାୟ ସମସ୍ତ ପାଞ୍ଜି ଗଣନାରେ ବିଶେଷଭାବେ ଅବଲମ୍ବନ କରାଯାଉଥିବା ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ, ଯାଜପୁର…
ଅଧିକ ଖବର ଦେଖନ୍ତୁ...

ପୁରୀ ମୁଖ୍ୟ କେନାଲରେ ନିଖୋଜ ଯୁବକଙ୍କର ମିଳିଲା ମୃତଦେହ

ବାରଙ୍ଗ: କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ନିଖୋଜ ହୋଇଥିବ ଫୁଲନଖରା ବାଗଧରାର ରାକେଶ ସାହୁଙ୍କର ଶବ ପ୍ରତାପ ନଗରୀ ପାଖ ଏସକେପ ନିକଟରେ ମିଳିଛି। ରବିବାର ରାତି ୧୧ଟା ବେଳେ ବାରଙ୍ଗର ଅରିଲୋସ୍ଥିତ ଓମଫେଡ କମ୍ପାନିରୁ କାମ ସାରି ଓଲା ସ୍କୁଟିରେ ଫେରିଥିଲେ ରାକେଶ। ରବିବାର ରାତି ୧୧ଟା ରୁ…
ଅଧିକ ଖବର ଦେଖନ୍ତୁ...

ପାଣି ଭିତରେ ନିଖୋଜଙ୍କୁ ଖୋଜିବ କ୍ୟାମେରା: ୧୬୪ ଫୁଟ୍‌ ଗଭୀରରୁ ଆଣି ପାରିବ ଚିତ୍ର

କଟକ: ଏଣିକି ନଈ, ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ। ଗଭୀର ପାଣି ଭିତରେ ଵାଟର୍‌ପ୍ରୁଫ୍ କ୍ୟାମେରା ପଶି ନିଖୋଜ ଲୋକଙ୍କୁ ଠାବ କରି ଅଗ୍ନିଶମ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବ। ସେହି ଅନୁଯାୟୀ ନିଖୋଜ ଲୋକଙ୍କୁ ଉଦ୍ଧାର କରାଯିବ।…
ଅଧିକ ଖବର ଦେଖନ୍ତୁ...

ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୩୮ ଫୌଜଦାରୀ ମାମଲା

କଟକ: ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲା ଗୁଡିକର ତ୍ବରିତ ଶୁଣାଣି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରି ଆସୁଛନ୍ତି। ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ୨୦୨୩ ନଭେମ୍ବର ୯ରେ ପ୍ରଦାନ କରିଥିବା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କର ଜୀବନ

କଟକ: କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁରଠାରେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ଷ୍ଟୁଆର୍ଟ ପାଟଣା ଅଞ୍ଚଳର ଆଲୋକ ପ୍ରଧାନ। ଆଲୋକଙ୍କ ବୟସ ୨୩ ବର୍ଷ । ଗତ ରାତିରେ ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମ ଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ…
ଅଧିକ ଖବର ଦେଖନ୍ତୁ...

ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଯୁବକ ନିଖୋଜ

ବାରଙ୍ଗ: କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି। ନଖରା ଅଞ୍ଚଳରେ ରହୁଥିବା ରାକେଶ ସାହୁ ନିଖୋଜ ହୋଇଛନ୍ତି। ରାତି ୧୧ଟାରେ ରାକେଶ ବାରଙ୍ଗରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସେ ସ୍ଥାନୀୟ ଓମଫେଡରେ କାମ କରନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ରାଜେନ୍ଦ୍ରନଗରରେ ବ୍ୟାପିଲା ଜଣ୍ଡିସ୍‌, ୮୬ରୁ ଅଧିକ ଆକ୍ରାନ୍ତ

କଟକ-ବିଦ୍ୟାଧରପୁର: କଟକରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଅମୃତ ପାଣି ଏବେ ଲୋକଙ୍କ ପାଇଁ ବିଷ ହୋଇଛି। କଟକ ପୌର ନିଗମର ୫୨ ନମ୍ବର ଵାର୍ଡରେ ଏହି ପାଣି ପିଇ ଏବେ ୮୬ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଅଭିଯୋଗ ହେଉଛି। ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...