ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କେଶବ ପ୍ରଧାନ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ସୋମବାର ଦିନ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବା ବେଳେ ଆଜି ତାହାର ଫଳାଫଳ ଘୋଷଣା ହୋଇଛି। ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର କେଶବ ପ୍ରଧାନ ୪୫୪୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ବିଜେପିର ସୌଭାଗିନୀ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୋଳ ଓ ଅତାବିରା ଏନଏସିରେ ଜାରି ରହିଛି ଭୋଟିଂ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି((ବିଜ୍ଞପିତ ପରିଷଦ) ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ବିଭିନ୍ନ ବୁଥରେ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଦ୍ୟାଳୟରେ ୯୭ରୁ ୫୧ ପିଲା ଫେଲ୍‌, ଅଧ୍ୟକ୍ଷଙ୍କ ବିରୋଧରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଢେଙ୍କାନାଳ: କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ଓ ପିଲାମାନେ ହଇରାଣ ହେଉଛନ୍ତି। ୯୭ରୁ ୫୧ ଜଣ ପିଲାଙ୍କୁ ଜାଣିଶୁଣି ଫେଲ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ କରି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଶନିବାର ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ସାରଦାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ରାଉରକେଲା/କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ଗ୍ରାମ ନିକଟରେ ଆଜି ଅପରାହ୍ନରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ, ବିଧାୟକ ଶ୍ରୀ ନାୟକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଶିକାର ଲାଗି ଚାଲିଗଲା ଜୀବନ

ପର୍ଜଙ୍ଗ : ବାର୍‌ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଶିକାରୀମାନେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋତି ଦେଇଥିଲେ। ଏହି ଘଟଣାର ସାତ ମାସ ପରେ ଶିକାରୀଙ୍କ ମଧ୍ୟରୁ ଜଣେ ନିଶାସକ୍ତ ଅବସ୍ଥାରେ ସତ ଓଗାଳି ଦେବାରୁ ଏହା ଲୋକଲୋଚନକୁ…
ଅଧିକ ଖବର ଦେଖନ୍ତୁ...

ଶିକାରୀ ବିଛାଇଥିବା ବିଦ୍ୟୁତ ତାର ଲାଗି ବ୍ୟକ୍ତିଙ୍କ ମୃତ୍ୟୁ: ୭ମାସ ପରେ ମାଟିତଳୁ ଉଦ୍ଧାର କଲା ପୁଲିସ

କାମାକ୍ଷାନଗର: ମଣିଷ ଏଭଳିଆ କାମ କରିପାରେ, ଯାହା ବିଶ୍ୱାସ ହେବନାହିଁ। ଶିକାରୀ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ କରେଣ୍ଟରେ ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା ପରେ ତାଙ୍କୁ ଗାତ ଖୋଳି ପୋତି ଦେଲେ। ଏପଟେ ଘରଲୋକେ ନିଖୋଜ ଭାବି ଖୋଜିବାରେ ଲାଗିଥିଲେ। ଏଭଳି ଘଟଣା ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଉଭୟ ବାଡ଼ିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିବା ହେତୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତକ ହେଲେ ମଙ୍ଗୁଳୁ ସାମଲଙ୍କ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଜଳିଗଲା ଟ୍ରକ୍, ଚାଳକ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ବାଲିସାହି ରାସ୍ତା ନିକଟରେ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଏକ ଟ୍ରକ୍ ଜଳିଯାଇଥିବାର ଖବର ମିଳିଛି। ଏହି ଅଘଟଣରେ ଟ୍ରକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଭୁବନ…
ଅଧିକ ଖବର ଦେଖନ୍ତୁ...

ଅଁଳାବେରେଣି ନିକଟରେ କାର୍ ଦୁର୍ଘଟଣା: ଭାଙ୍ଗିଲା ଘର କାନ୍ଥ ଓ ଆଜବେଷ୍ଟସ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗସ୍ତ ହୋଇଥିବାର ଖବର ମିଳିଛି। ଏହାଫଳରେ ଘରର କାନ୍ଥ ଭାଙ୍ଗିଥିବା ବେଳେ ଛାତରୁ ଆଜବେଷ୍ଟସ୍ ଖସିପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ଏଥିରେ କାହାରି କିଛି କ୍ଷତି…
ଅଧିକ ଖବର ଦେଖନ୍ତୁ...

କ୍ରସର ଶ୍ରମିକଙ୍କ ଆତ୍ମହତ୍ୟା

ଓଡ଼ାପଡ଼ା: ଗତକାଲି ସଂଧ୍ୟାରେ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଛକ ନିକଟସ୍ଥ ସୋମବାର ହାଟ ପଡ଼ିଆ ନିକଟ ଏକ ଆମ୍ବ ଗଛରେ ଜଣେ କ୍ରସର ଶ୍ରମିକ ନିଜ ଗାମୁଛାକୁ ବ୍ୟବହାର କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶ୍ରମିକ ଜଣଙ୍କ ହେଉଛନ୍ତି କେଉଁଝର ଜିଲ୍ଲା ବାଉଁଶପାଳ ପଞ୍ଚାୟତର ଲୁହାକଡା…
ଅଧିକ ଖବର ଦେଖନ୍ତୁ...