ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ବିଜେଡିରେ ମିଶିଲେ ମୋହନା ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ବର: ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି। ସେମାନେ ବିଜେପି ଓ କଂଗ୍ରେସ ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ନିଖୀମା ରାଇତ, ଜୟସେନ ଦୋରା, ଜୋସେଫ ଗମାଙ୍ଗ, ଅବେନା ଗମାଙ୍ଗ, ସୁରତ ରଇତ, ରାଜେନ୍ଦ୍ର ଦଳବେହେରା,…
ଅଧିକ ଖବର ଦେଖନ୍ତୁ...

ମିଥ୍ୟା ସତ୍ୟପାଠ: ଛେଲାଗଡ ସରପଞ୍ଚ ଅଯୋଗ୍ୟ ଘୋଷିତ ହେଲେ

ରା.ଉଦୟଗିରି: ଆଜି ଗଜପତି ଜିଲ୍ଲା ରା.ଉଦୟଗିରିର ମାନ୍ୟବର ସିଭିଲ ଜଜ(ଜୁନିଅର ଡିଭିଜନ) ମିଥ୍ୟା ସତ୍ୟପାଠ ମାମଲାରେ ଜଣେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ୨୦୨୨ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୪ଟି ସନ୍ତାନର ଜନକ ଡାଳିମ୍ବ ଗମାଙ୍ଗ ନିର୍ବାଚନ ଲଢିବା ସମୟରେ ମିଥ୍ୟା…
ଅଧିକ ଖବର ଦେଖନ୍ତୁ...

ଦୁର୍ବୃତ୍ତର ଅତର୍କିତ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ମୋହନା: ଦୁର୍ବୃତ୍ତର ଅତର୍କିତ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଭକ୍ତବନ୍ଧୁ ନାୟକ। ଅଭିଯୁକ୍ତ ଯୁବକ ହେଲା ନିଳାଞ୍ଚଳ। ସୂଚନା ଅନୁସାରେ ମୋହନା ମୁଖ୍ୟ ବଜାରରେ ଅନ୍ୟ ଦିନ ଭଳି ଭକ୍ତବନ୍ଧୁ…
ଅଧିକ ଖବର ଦେଖନ୍ତୁ...

ଏନଏସି ଘୋଷଣା ଦାବି: ୧୨ ଘଣ୍ଟିଆ ମୋହନା ବନ୍ଦ

ମୋହନା: ପୁଣି ତେଜିଲା ଏନଏସି ମାନ୍ୟତା ଦାବି। ଗଜପତି ଜିଲ୍ଲା ମୋହନାକୁ ଏନଏସି ଘୋଷଣା ଦାବିରେ ଆଜି ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୋହନାରେ ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦ ଡାକରା ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ, ଗଜପତିରେ ପୃଥକ୍ ଦୁର୍ଘଟଣା: ଜଣେ ମୃତ, ୭୦ ଆହତ

ବ୍ରହ୍ମପୁର/ପାରଳାଖେମୁଣ୍ଡି : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରବିବାର ଗୋଟିଏ ଦିନରେ ପୃଥକ୍ ସଡ଼କ ଦୁର୍ଘଟଣାରେ ମୋଟ ୭୦ ଜଣ ଆହତ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି। ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ମାର୍ଲବା ଘାଟିରେ ଆଜି ଏକ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୫ ଜଣ ଆହତ…
ଅଧିକ ଖବର ଦେଖନ୍ତୁ...

ଦଶହରା ଛୁଟିରେ ଅଜାଘରକୁ ଆସି ଯୁବକର ପ୍ରେମରେ ଫସିଗଲା ନାବାଳିକା, ଗର୍ଭବତୀ ପରେ ଅଭିଯୁକ୍ତ ଗିରଫ

ଗୋଷାଣି: ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଟକ ରଖାଯାଇଥିବା ଯୁବକକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲା ମାଲା ନରେନ୍ଦ୍ର(୨୩)। ଅଭିଯୁକ୍ତ ଯୁବକ ମାଲା ନରେନ୍ଦ୍ର ନାମରେ ସୋମବାର…
ଅଧିକ ଖବର ଦେଖନ୍ତୁ...

ଋଣ ପାଇଁ ପିଲାଙ୍କୁ ନେଇ ଅଟୋରେ ଯାଉଥିଲେ ୫ ମହିଳା; ଦୁର୍ଘଟଣାରେ ୨ ଶିଶୁ ମୃତ

ପାରଳାଖେମୁଣ୍ଡି: ଗାଁରୁ ସହରକୁ ଋଣ ଆଣିବାକୁ ମହିଳାମାନେ ଅଟୋରେ ଯାଉଥିଲେ। ସାଙ୍ଗରେ ସେମାନଙ୍କ ଛୋଟ ପିଲାଙ୍କୁ ମଧ୍ୟ ଧରିଥିଲେ। ଆଜି ପୂର୍ବାହ୍ଣ ସାଢ଼େ ଏଗାରଟା ବେଳେ ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ୍‌ ପାଟିକୋଟା ଗ୍ରାମ ଛକ ଠାରେ ସେମାନଙ୍କ ଅଟୋ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର…
ଅଧିକ ଖବର ଦେଖନ୍ତୁ...

ରାଇସିଂ ଘାଟି ରାସ୍ତାରେ ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍, ୧୦ ଆହତ

ମୋହନା: ଗଜପତି ଜିଲ୍ଲା ରାଇସିଂ ଘାଟି ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଗଛରେ ପିଟି ହୋଇଥିଲା । ଏହାଫଳରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା…
ଅଧିକ ଖବର ଦେଖନ୍ତୁ...

ପୁଲିସ ଗାଡ଼ି ଧକ୍କାରେ ଜଣେ ମୃତ; କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ରା.ଉଦୟଗିରି: ପୁଲିସ ଗାଡ଼ି ଧକ୍କାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ରାମଗିରି ଉଦୟଗିରିରେ ଆଜି ଅପରାହ୍‌ଣ ୨ଟା ୪୫ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ସରସ ଆନନ୍ଦ (୫୫)। ସୂଚନା ଅନୁସାରେ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି…
ଅଧିକ ଖବର ଦେଖନ୍ତୁ...

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମର ଆୟୋଜନ : ୫ଟି ଅଧ୍ୟକ୍ଷ

ପାରଳାଖେମୁଣ୍ଡି: ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...