ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

କେରଳରେ ଶାଳକକୁ ହତ୍ୟାକଲା ଭିଣୋଇ

ମୋହନା : କେରଳ ରାଜ୍ୟ କଟାରାକାରା ଥାନା ଇଲାକାରେ ଅଭୟ ବୀର ନାମକ ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ମନୋଜ ନାୟକ ହତ୍ୟା କରିଛନ୍ତି। ସେଠାକାର ପୁଲିସ ଅଭିଯୁକ୍ତ ମନୋଜଙ୍କୁ ଗିରଫ କରିଛି। ଗଜପତି ଜିଲ୍ଲା ମୋହନା ଥାନା ବିଜିପୁର ଗାଁର ଅଭୟ ଓ ଭିଣୋଇ ମନୋଜ ସପରିବାର କେରଳର କଟାରାକାରା ଥାନା…
ଅଧିକ ଖବର ଦେଖନ୍ତୁ...

ପୁଣି ଆନ୍ଧ୍ର ସୀମା ଲଂଘିଲା: ମାଣିକପାଟଣାରେ ପଶି ଜମି ମାପଚୁପ

ପାରଳାଖେମୁଣ୍ଡି: ଚାରିପଟୁ ଘେରିଲା ପରେ କିଛି ଦିନ ଚୁପ୍‌ ଥିଲେ। ଏବେ ପୁଣି ଲୁଚିଛପି ଓଡ଼ିଶା ସୀମାରେ ଆନ୍ଧ୍ର ରାଜସ୍ବ ଅଧିକାରୀ ଅନୁପ୍ରବେଶ କରିଛନ୍ତି। ଆଜି ସକାଳେ ଆନ୍ଧ୍ରରୁ ରାଜସ୍ବ ଅଧିକାରୀ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଅଧୀନସ୍ଥ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଅଞ୍ଚଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ଜିଲ୍ଲାପାଳଙ୍କୁ ରୋକିଲେ ମହିଳା

ଚନ୍ଦ୍ରଗିରି : ବର୍ଷବର୍ଷ ଧରି ପ୍ରତିଦିନ ପାଣି ପାଇଁ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅଡ଼ବା ଥାନା ବିରିକୋଟ ଗ୍ରାମବାସୀ କଲବଲ ହେଉଛନ୍ତି। ହେଲେ, କେହି ଶୁଣୁନାହାନ୍ତି। ଆଜି ଗ୍ରାମର ମହିଳା ଅଭନବ ଢଙ୍ଗରେ ପ୍ରତିବାଦ କରିବାକୁ ଯାଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

ଏକ୍ସପାରି ଔଷଧ ସେବନ ହେତୁ ଚାଲିଗଲା ଶିଶୁର ଜୀବନ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପାରଳାଖେମୁଣ୍ଡି: ଶିଶୁ ମୃତ୍ୟୁ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ। ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଗତ ଏପ୍ରିଲ ୧୧ତାରିଖରେ ଦିଆଯାଇଥିବା ଏକ୍ସପାର ଭିଟାମିନ ଔଷଧ ଖାଇ ପାରଳାଖେମୁଣ୍ଡି ଉପକଣ୍ଠ ଜାଜପୁର ଗ୍ରାମର ଅନେକ ଶିଶୁ ଗୁରୁତର ହୋଇପଡ଼ିଥିଲେ। ତେବେ ଚିକିତ୍ସା ପରେ ସମସ୍ତେ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ପତ୍ନୀକୁ ନୃଶଂସ ଭାବେ ହତ୍ୟାକଲା ସ୍ବାମୀ; ତୋଟାରେ ମୁଣ୍ଡ କାଟିଲା, ଦୁଆରେ ରଖିଲା

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ସାରା ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜୀ ଟାଙ୍ଗିଆରେ ହାଣି ପତ୍ନୀ ଊର୍ମିଳା(୩୦)ଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଛି। କେବେଳ ସେତିକି ନୁହେଁ, କଟାମୁଣ୍ଡକୁ ଆଣି ଘର…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ, ଅଭିଯୁକ୍ତ ଗିରଫ

କାଶୀନଗର: ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଜ ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳା କାର୍ଯୀକୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଯୀ। ସେ ଟାଙ୍ଗିଆରେ ତାର ସ୍ତ୍ରୀର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ହୋଟେଲରେ ପଶିଲା ସାର ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ରା.ଉଦୟଗିରି: ଆଜି ଭୋର ସାଢ଼େ ଚାରିଟା ସମୟରେ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ କଲୋନୀରେ ଥିବା ଆରତୀ ହୋଟେଲ ଭିତରକୁ ଏକ ସାର ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ପଶି ଯାଇଥିଲା। ତେବେ, ଭିତରେ ଥିବା ହୋଟେଲ ମାଲିକଙ୍କ ସମେତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକଟି ବ୍ରହ୍ମପୁରରୁ…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ପୁସ୍ତିକା ବାଣ୍ଟି ୧୧ ଗିରଫ

ପାରଳାଖେମୁଣ୍ଡି : ଧର୍ମ ବିରୋଧୀ ପୁସ୍ତକ ବଣ୍ଟନ ଅଭିଯୋଗରେ ପାରଳା ପୁଲିସ ୧୧ଜଣିଆ ଗ୍ୟାଙ୍ଗ୍‌କୁ ଗିରଫ କରିଛି। ଗିରଫମାନେ ହେଲେ, ଶ୍ରୀକାକୁଲମ୍ ଜିଲ୍ଲା ନାରସେନାପେଟା ଥାନା ଅନ୍ତର୍ଗତ ତାଲା ସମୁଦ୍ରମ୍ ଗାଁର ପି.ଭାଗ୍ୟଲକ୍ଷ୍ମୀ(୪୮), ଡି.ଜ୍ୟୋତି(୪୦), ପି.ଶ୍ରୀନିବାସ(୩୧),…
ଅଧିକ ଖବର ଦେଖନ୍ତୁ...

୬୦ ବର୍ଷପରେ ଗାଁକୁ ଫେରିଲେ ଗୋବର୍ଦ୍ଧନ

ମୋହନା : ମାତ୍ର ୧୨ ବର୍ଷ ବୟସରେ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ୬୦ ବର୍ଷ ପରେ ଗାଁକୁ ଫେରିଛନ୍ତି ଗୋବର୍ଦ୍ଧନ ଲୋହରା। ଗୋବର୍ଦ୍ଧନଙ୍କୁ ଏବେ ୭୨ ବର୍ଷ। ହେଲେ ସେ ଗାଁକୁ ଏକା ଫେରିନାହାନ୍ତି । ପତ୍ନୀ, ଝିଅ, ଜ୍ବାଇଁ ଓ ନାତିଙ୍କୁ ସାଙ୍ଗରେ ଧରି ଫେରିଛନ୍ତି। ଗଜପତି…
ଅଧିକ ଖବର ଦେଖନ୍ତୁ...

୫ ମାମଲାରେ ମାଓନେତା ସବ୍ୟସାଚୀଙ୍କୁ ହାଇକୋର୍ଟରୁ ଜାମିନ

ରା.ଉଦୟଗିରି : ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ଥିବା ୫ଟି ମାମଲାରେ ମାଓନେତା ସବ୍ୟସାଚୀଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜାମିନ ପ୍ରଦାନ କରା ଯାଇଥିବା ଜଣାପଡ଼ିଛି। ୨୦୦୯ରେ ଅଡ଼ବା ଥାନା ଝିଲିକି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ମାମଲା, ୨୦୧୪ ଫେବ୍ରୁ୍ଆରି ୨୮ରେ ମୋହନା ଥାନା ମୁଖି…
ଅଧିକ ଖବର ଦେଖନ୍ତୁ...