ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଛିନ୍ନ ହେଲା କାଲିମେଳା

ମାଲକାନଗିରି: ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ । କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ। ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍। ସେହିପରି ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି | ମାଲକାନଗିରି - ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ…
ଅଧିକ ଖବର ଦେଖନ୍ତୁ...

ମାଟି ଅତଡା ଖସି ୭ ଛେଳି ମୃତ, ତିନି ନିଖୋଜ

ପାରଳାଖେମୁଣ୍ଡି: ପାରଳା ସହର ଉପକଣ୍ଠରେ ଥିବା ବେତାଗୁଡା ଅଞ୍ଚଳରେ ଏକ ଛୋଟିଆ ପାହାଡ଼ରୁ ମାଟି ଏବଂ ପଥର ଅତଡା ଖସି ୭ଟି ଛେଳିଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମଙ୍ଗଳବାର ମଧ୍ୟାହ୍ନ ସମୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ତି ଝାମୀ ଗ୍ରାମର ଜି. ଭେଙ୍କଟ ରାଓଙ୍କ ଛେଳି ଗୁଡିକୁ ଚରାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଚଢ଼ିଗଲା ପିକଅପ୍: ଉଡ଼ିଗଲା ୩ ବର୍ଷୀୟା ଶିଶୁକନ୍ୟାର ପ୍ରାଣବାୟୁ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୂଆ ପଞ୍ଚାୟତର ଗାଣ୍ଡାଗୁଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପିକ୍ଅପ୍ ଗାଡ଼ି ଚାପାରେ ଜଣେ ୩ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗ୍ରାମର ଲୁଷ୍ୟନ ନାୟକ ଗାଁକୁ ଆସିଥିବା କବାଡିବାଲାର ପିକ୍ଅପ୍ ଗାଡିକୁ ଅଟକାଇବା…
ଅଧିକ ଖବର ଦେଖନ୍ତୁ...

ନକଲି ସୁନା ଦେଇ ବ୍ୟାଙ୍କରୁ ଟଙ୍କା ହଡ଼ପ ମାମଲା: ୭ ଅଭିଯୁକ୍ତଙ୍କୁ ଗିରଫ କଲା ପାରଳା ପୁଲିସ

ପାରଳାଖେମୁଣ୍ଡି: ସ୍ଥାନୀୟ ବ୍ୟଙ୍କ ଅଫ ଇଣ୍ଡିଆରେ ନକଲି ସୁନା ଦେଇ ଋଣ ନେବା ମାମଲାରେ ଆଜି ପାରଳାଖେମୁଣ୍ଡି ଆଦର୍ଶ ଥାନା ୧୨୭/୫/୫/୨୩ ତାରିଖରେ ବ୍ୟାଙ୍କର ସୁନାରୀଙ୍କ ସହ ୭ଜଣଙ୍କୁ ଗିରଫ କରିଛନ୍ତି। ବ୍ୟାଙ୍କ ଅଫ ଇଣ୍ଡିଆ ପାରଳାଖେମୁଣ୍ଡି ଶାଖା ପରିଚାଳକ ମନୋଜ କୁମାର ପାଲାକାଙ୍କ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓକିଲଙ୍କ ରହିତାଦେଶ ଦସ୍ତାବିଜ ଦାଖଲ

ପାରଳାଖେମୁଣ୍ତି : ବହୁଚର୍ଚ୍ଚିତ ପାରଳାଖେମୁଣ୍ତି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ତାଙ୍କ ଓକିଲ ଏଲ୍‌.କେ ଅଧିକାରୀ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ଙ୍କ ନିକଟରେ ଏନ୍‌ବିଡବ୍ଲ୍ୟୁ ଉପରେ ହାଇକୋର୍ଟଙ୍କ ରହିତାଦେଶ ସମ୍ପର୍କିତ…
ଅଧିକ ଖବର ଦେଖନ୍ତୁ...

ପାରଳା ବିଧାନସଭା ଆସନ: ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା, ସଂଗଠନ ପାଇଁ ବଡ଼ ଚ୍ୟାଲେଞ୍ଜ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ୨୦୨୪ ନିର୍ବାଚନ ପାଇଁ ଚର୍ଚ୍ଚା ଜୋର୍‌ ଧରିବାର କାରଣ ହେଲା, ଜିଲ୍ଲାରେ ତିନି ବର୍ଷରୁ ଊର୍ଦ୍ଧ୍ବ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ ତାଲିକା ରାଜ୍ୟ ସରକାର ମାଗିଥିବା ନେଇ ଏକ ନିର୍ଦ୍ଦେଶନାମା କପି ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲୁଛି। ଏଥିରୁ…
ଅଧିକ ଖବର ଦେଖନ୍ତୁ...

ମିଳିଲାନି ମହାପ୍ରୟାଣ: ଟ୍ରଲିରେ ବୁହାହେଲା ଶବ

ମୋହନା : ମୃତ୍ୟୁ ପରେ ଶବକୁ ଅସମ୍ମାନ। ମହାପ୍ରୟାଣ ଗାଡ଼ି ନମିଳିବାରୁ ସମ୍ପର୍କୀୟଙ୍କ ଶବକୁ ଟ୍ରଲିରେ ବୋହି ନେବା ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଆଜି ଦିନତମାମ ଜୋରଦାର ଚର୍ଚ୍ଚା। ମୃତ କୃଷ୍ଣଙ୍କ ଶବକୁ ପରିବାର…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପୂର୍ବତନ ଡିଏଫ୍‌ଓ, ପତ୍ନୀ ଓ ରୋଷେୟାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡ଼ି ହୋଇ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ପାରଳା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ପାରଳା ଏସ୍‌ଡିଜେଏମ୍‌ଙ୍କ କୋର୍ଟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ୩ ଜଣଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

ଭୁବନେଶ୍ବର: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ ତିନି ଜଣଙ୍କ ନାମରେ ଗିରଫ ପରୱାନା ଜାରି (ଏନ୍‌ବିଡବ୍ଲ୍ୟୁ) କରିଛନ୍ତି। ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ହେଉ ନଥିବାରୁ ସୌମ୍ୟ ରଂଜନ ମହାପାତ୍ରଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଜିରାଙ୍ଗ ରଥଯାତ୍ରାରେ ନିଆରା ପରମ୍ପରା: ମାନସିକ ପୂରଣ ପାଇଁ ମୁଣ୍ଡନ ହୁଅନ୍ତି ଶ୍ରଦ୍ଧାଳୁ

ପାରଳାଖେମୁଣ୍ଡି : ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବକ୍ଷେତ୍ର ଗଜପତି ଜିଲ୍ଲାର ମହେନ୍ଦ୍ରଗିରିର ପାଦଦେଶରେ ଅବସ୍ଥିତ ଜିରାଙ୍ଗ ବଳଦେବ ଜିଉଙ୍କ ମନ୍ଦିର। ଏଠାରେ ରଥଯାତ୍ରାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏଠି ଶ୍ରଦ୍ଧାଳୁମାନେ ଶତାଧିକ ସଂଖ୍ୟାରେ ଆସି ମୁଣ୍ଡନ ହୁଅନ୍ତି। ବିଶେଷକରି,…
ଅଧିକ ଖବର ଦେଖନ୍ତୁ...