ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀ; ୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି (ସୋମବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି (ରବିବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର ମୁଜାଫରପୁର, ମଧ୍ୟଦେଇ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ-ରେଖା ଆଜି (ଶୁକ୍ରବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ, ବାହରିଚ, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ ଦିଗରେ…
ଅଧିକ ଖବର ଦେଖନ୍ତୁ...

ଦିନ ୩ଟାରେ ମୁଣ୍ଡଳୀରେ ପ୍ରବାହିତ ହେବ ସର୍ବାଧିକ ବନ୍ୟାଜଳ

ଭୁବନେଶ୍ୱର: ମହାନଦୀ ସିଷ୍ଟମରେ ମଧ୍ୟମଧରଣର ବନ୍ୟା ଦେଖାଦେଇଛି | ଲଗାଣ ବର୍ଷା ଯୋଗୁଁ ମହାନଦୀର ଶାଖା ନଦୀରେ ପାଣି ବଢ଼ିଥିବାବେଳେ ମହାନଦୀରେ ମଧ୍ୟ ପାଣି ବଢିଛି | ଦିନ ୧ଟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ବୋହିଥିବାବେଳେ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ପାଣି…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ଲଜ୍ଜାଜନକ ଘଟଣା: ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଫିଙ୍ଗିଦେଲେ

ଜଗତସିଂହପୁର : ବନ୍ଦର ନଗରୀ ପାରାଦୀପରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ଘଟିଛି। ଷଣ୍ଢକୁଦ ବସ୍ତିରେ ରହୁଥିବା ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରି କେହି ଦୁର୍ବୃତ୍ତ ସମୁଦ୍ର ବାଲିରେ ଫୋପାଡ଼ି ଦେଇଛି। ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ପ୍ରଥମେ ଅଠରବାଙ୍କୀସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଜମିରେ ପଶୁଛି ଲୁଣା ପାଣି, ଚାଷ କାମ ବ୍ୟାହତ, ଚିଙ୍ଗୁଡ଼ି ଘେରି ମାଲିକଙ୍କ ନିୟନ୍ତ୍ରଣରେ ଗୁଆମୁଣ୍ଡା ସ୍ଲୁଇସ୍‌ ଗେଟ୍!

ବାଲିତୁଠ (ଜଗତସିଂହପୁର): ଗୁଆମୁଣ୍ଡା ସ୍ଲୁଇସ୍‌ ଗେଟ୍‌ ଦୁର୍ବଳ ହୋଇପଡ଼ିଛି। ଏହି ଗେଟ୍‌ ମରାମତିର କରା ନଗଲେ କେଉଁ ମୁହୂର୍ତ୍ତରେ ଭାଙ୍ଗିପଡ଼ିବ କହିହେଉନାହିଁ। ଅନ୍ୟପଟେ କିଛି ଚିଙ୍ଗୁଡ଼ି ଚାଷୀ ସ୍ଲୁଇସ୍‌ ଗେଟ୍‌ ଖୋଲି ଦେଉଥିବାରୁ ସମସ୍ୟା ହେଉଛି। ଅନ୍ଧାରି ନଦୀର ଦୁଇ ପାର୍ଶ୍ୱରେ ବନ୍ଧ ନ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଜଗତସିଂହପୁର ଜିଲ୍ଲା କମିଟିକୁ ନେଇ ପୁଣି ବିବାଦ: ବାପୁ ପରିଡ଼ାଙ୍କ ପରେ କୁନା ସିଲଟ

ଜଗତସିଂହପୁର : ପ୍ରଥମେ ବାପୁ ପରିଡ଼ା, ଆଉ ଏବେ କୁନା ସିଲଟ। ଜଗତସିଂହପୁର ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା ପରଠାରୁ ଏଭଳି ବିବାଦ ଲମ୍ବିବାରେ ଲାଗିଛି। ଜିଲ୍ଲା ବିଜେଡିର ଉପସଭାପତି ଭାବେ ବାପୁ ପରିଡ଼ାଙ୍କ ମନୋନୟନକୁ ନେଇ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରଶ୍ନ ଉଠାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା

ଜଗତସିଂହପୁର : ନିଜ ପୁଅକୁ ‌ତେଣ୍ଟାରେ ଭୁସି ହତ୍ୟା କରିଛି ବାପା। ଜଗତସିଂହପୁର ଥାନା ଅଧୀନ ରାଇଦଣ୍ଡା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମାଙ୍କୁ ମାଡ଼ ମାରିବା ବେଳେ ବିରୋଧ କରିବାରୁ ବାପା ହାତରେ ପୁଅ ଦିଲ୍ଲୀପ ଭୋଇ (୩୫)ଙ୍କ ଜୀବନ ଯାଇଛି। ପୁଲିସ ହତ୍ୟାକାରୀ ବାପା ସୁଦର୍ଶନ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ପାଇଁ ବାହାରିଲେ ସମର୍ଥକ:ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି | ଆଜି ସାମ୍ବାଦିକ ସମ୍ମିଳନୀ କରି ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ | କଂଗ୍ରେସର ପୂର୍ବତନ ମୁଖପାତ୍ର…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର ବିଜେଡି ରାଜନୀତିରେ ହଟଚମଟ

ଜଗତସିଂହପୁର : ବିଜେଡି ଜିଲ୍ଲା ଉପସଭାପତି ଭାବେ ଜ୍ୟୋତିକାନ୍ତ ପରିଡ଼ା (ବାପୁ)ଙ୍କ ମନୋନୟନକୁ ନେଇ ଜଗତସିଂହପୁର ଜିଲ୍ଳା ରାଜନୀତି ସରଗରମ ହୋଇଛି। ବାପୁଙ୍କ ମନୋନୟନକୁ ନେଇ ଶାସକ ଦଳର ଦୁଇ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ବାପୁଙ୍କୁ…
ଅଧିକ ଖବର ଦେଖନ୍ତୁ...